ବଡ଼ ଖବର:
# ଜାମ୍ମୁରୁ ପୌରାଞ୍ଚଳରୁ ଉଠିଲା ୧୪୪ ଧାରା
# ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ପାକିସ୍ତାନ ଗୁରୁବାର ସମଝୌତା ଏକ୍ସପ୍ରେସ ବନ୍ଦ କରିବା ପରେ ଆଜି ଥର୍ ଏକ୍ସପ୍ରେସ ଚଳାଚଳକୁ ବନ୍ଦ କରିଦେଇଛି।
# ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁରେ ବନ୍ୟା ବିତ୍ପାତ: ୬୧ ମୃତ, ଶତାଧିକ ନିଖୋଜ
# ଦିଲ୍ଲୀର ଏକ ଅଦାଲତ ଉନ୍ନାଓ ବଳାତ୍କାର ମାମଲାର ଅଭିଯୁକ୍ତ କୁଲଦୀପ ସିଂହ ସେନେଗରଙ୍କ ବିରୁଦ୍ଧରେ ଅଭିଯୋଗପତ୍ର ଦାଏର କରିଛି
# କ୍ରମାନ୍ୱୟରେ ୫ମ ଦିନ ପାଇଁ ଜାମ୍ମୁ ଓ କାଶ୍ମୀରର ପରିସ୍ଥିତି ସ୍ୱାଭାବିକ ରହିଛି।
# ରାଜ୍ୟ ସରକାରା ଚିଠା କୃଷି ନୀତି ୨୦୧୯ ପ୍ରକାଶ କରିଛନ୍ତି
# ରେଳ ଧାରଣା ମରାମତି ପରେ ରାୟଗଡ଼ା ରାୟଗଡ଼ା ଆମ୍ବଦଳା ଷ୍ଟେସନ ଦେଇ ରେଳ ଚଳାଚଳ ସ୍ୱଭାବିକ
ଆଞ୍ଚଳିକ :
# ରାଜ୍ୟ ସରକାରା ଚିଠା କୃଷି ନୀତି ୨୦୧୯ ପ୍ରକାଶ କରିଛନ୍ତି, ୫ ବର୍ଷ ଯାଏ ଚାଲିବ କାଳିଆ ଯେଜନା
# ରେଳ ଧାରଣା ମରାମତି ପରେ ରାୟଗଡ଼ା ରାୟଗଡ଼ା ଆମ୍ବଦଳା ଷ୍ଟେସନ ଦେଇ ରେଳ ଚଳାଚଳ ସ୍ୱଭାବିକ
ଜାତୀୟ :
# ବିଧାନସଭା ନିର୍ବାଚନ ହେବାକୁ ଥିବା ମହାରାଷ୍ଟ୍ର, ଝାଡ଼ଖଣ୍ଡ, ହରିୟାଣା ଏବଂ ଦିଲ୍ଲୀ ପାଇଁ ବିଜେପି ପକ୍ଷରୁ ପ୍ରଭାରୀ ନିଯୁକ୍ତ କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଶୁକ୍ରବାର ଏହି ୪ ରାଜ୍ୟ ପାଇଁ ନିଯୁକ୍ତ ପ୍ରଭାରୀଙ୍କ ନାମ ଘୋଷଣା କରିଛନ୍ତି।
# ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି।
# ସାଉଦି ଆରବରୁ ଫେରୁଥିବା ହାଜିମାନଙ୍କୁ ସ୍ୱାଗତ କରିବା ପାଇଁ ଶ୍ରୀନଗର ବିମାନବନ୍ଦରଠାରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।
# କ୍ରମାନ୍ୱୟରେ ୫ମ ଦିନ ପାଇଁ ଜାମ୍ମୁ ଓ କାଶ୍ମୀରର ପରିସ୍ଥିତି ସ୍ୱାଭାବିକ ରହିଛି।
# ସୁପ୍ରିମକୋର୍ଟ ଦେବାଳିଆ ଆଇନରେ ସଂଶୋଧନକୁ କାଏମ ରଖିଛନ୍ତି।
# ଦେଶର ସମସ୍ତ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜଳ ସଂରକ୍ଷଣ ସଂକ୍ରାନ୍ତ ସଚେତନତା ସୃଷ୍ଟି ପାଇଁ ‘ସମଗ୍ର ଶିକ୍ଷା -ଜଳସୁରକ୍ଷା’ ଅଭିଯାନ ଆଜି ଆରମ୍ଭ ହେବ।
ଆନ୍ତର୍ଜାତୀୟ:
# ବାଂଲାଦେଶର ୫ଲକ୍ଷ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି।
# କାଶ୍ମୀର ପ୍ରସଙ୍ଗ ନେଇ ଭାରତ-ପାକିସ୍ତାନ ସିଧାସଳଖ



