ସନ୍ଧ୍ୟା ୬ଟା ମୁଖ୍ୟ ଖବର ନିଉଜ ଆଲର୍ଟବଡ଼ ଖବର By Samaja Digital (PM) Last updated May 20, 2021 Share –କରୋନାରେ ପ୍ରାଣ ହରାଇଲେ ଅରିଜିତ ସିଂହଙ୍କ ମାଆ –ରାଜ୍ୟ ସରକାରଙ୍କୁ ଦୁଇଟି ଅମ୍ଳଜାନ ଟ୍ୟାଙ୍କର ଦେଲା ଜେଏସପିଏଲ୍ –ପିନାରାଇ ବିଜୟନ କେରଳର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରନ୍ତି; ରାଜ୍ୟପାଳ ଆରିଫ ମହମ୍ମଦ ଖାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ –କୋଭିଡ୍ ନିୟମ ଭାଙ୍ଗିଛନ୍ତି ୩,୧୬,୬୮୨ ଜଣ, ଅମାନିଆଙ୍କଠୁ ୯ କୋଟିରୁ ଅଧିକ ଟଙ୍କା ଜରିମାନା ବାବଦରେ ଆଦାୟ ହୋଇଛି: ଡିଜିପି ଶ୍ରୀ ଅଭୟ –ବ୍ଲାକ ଫଙ୍ଗସ ପରେ ଆସିଲା ହ୍ବାଇଟ୍ ଫଙ୍ଗସ; ବିହାରରେ ୪ ରୋଗୀ ଚିହ୍ନଟ, ଅଧିକ ପ୍ରାଣଘାତୀ – ବ୍ଲାକ୍ ଫଙ୍ଗସ: କିପରି ଚିହ୍ନିବା, କ’ଣ ପଦକ୍ଷେପ ନେବା ଜରୁରୀ ? ନିର୍ଦେଶାବଳୀ ଜାରି କଲା ଏମ୍ସ – ମିଲ୍ଖା ସିଂହ କରୋନାରେ ସଂକ୍ରମିତ – ଧୂଳିକଣାରେ ୧୦ ମିଟର ପର୍ଯ୍ୟନ୍ତ ଯାଇପାରେ କରୋନା ଭୂତାଣୁ, ଘରେ ପଙ୍ଖା ରଖାଯିବା ସ୍ଥାନ ବି ଗୁରୁତ୍ଵପୂର୍ଣ୍ଣ; ନୂଆ ନିର୍ଦେଶାବଳୀ ଆଣିଲେ ସରକାର – ଘରେ ବସି କରିହେବ କରୋନା ପରୀକ୍ଷା; ‘କୋଭିସେଲ୍ଫ’କୁ ମଞ୍ଜୁରୀ ଦେଲା ଆଇସିଏମଆର – ସ୍ମାର୍ଟଫୋନରେ ଖୋଲିବ କାର୍, ଦୂରରେ ଥାଇ ଅନ୍ୟକୁ ଶେୟାର କରିପାରିବେ ଚାବି; ଗୁଗଲ ଆଣୁଛି ଆଣ୍ଡ୍ରଏଡ୍ ୧୨ – ପ୍ରେମର ତାଲା ଭାଙ୍ଗିବାକୁ ୧୦,୦୦୦ କିଲୋମିଟର ଯାତ୍ରାକଲେ ମହିଳା – ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୭୬ ହଜାର ୭୦ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୩୮୭୪ ମୃତ – ମାସ୍କ ପିନ୍ଧିବା ‘ନିବୋର୍ଧ ନିୟମ’ ବୋଲି କହିଲେ ଡାକ୍ତର, ମାମଲା ରୁଜୁ କଲା ପୁଲିସ – ଜୁଲାଇରେ ଶେଷ ହେବ କୋଭିଡ ଦ୍ୱିତୀୟ ପର୍ୟ୍ୟାୟ ସଂକ୍ରମଣ ପ୍ରଭାବ; ଛଅମାସ ପରେ ଆସିବ ତୃତୀୟ ଲହର -ବାତ୍ୟା ତାଉ-ତେ ପ୍ରଭାବ: ଦିଲ୍ଲୀରେ ସର୍ବାଧିକ ତାପପାତ୍ରା ଖସିଲା, ମେ ମାସରେ ୧୯୫୧ ପରେ ସର୍ବନିମ୍ନ Related Posts ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ ସଚେତନତା… Sep 9, 2024 ରାଜଧାନୀରେ ବୋମାମାଡ଼ Sep 8, 2024 – କୋଭିଡ ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଘରୋଇକରଣ ବାଧାପ୍ରାପ୍ତ – ତୈଳ ବିଶୋଧନ ୮୪%କୁ ହ୍ରାସକଲା ଇଣ୍ଡିଆନ ଅଏଲ – ନୂଆଦିଲ୍ଲୀ: ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଯାଉଥିବା ବାତ୍ୟାର ନାମ ‘ୟାସ୍’ ରହିବ। ଓମାନ୍ ପକ୍ଷରୁ ଏହି ବାତ୍ୟାର ନାମ କରଣ କରାଯାଇଛି। ୟାସ୍ ଅର୍ଥ ହେଉଛି ‘ନିରାଶ।’ – ସରକାରଙ୍କୁ ସମାଲୋଚନା ଚିନ୍ତା, ନୂଆ ଆନ୍ତର୍ଜାତିକ ଟିଭି ଚାନେଲ ଖୋଲିବ ପ୍ରସାର ଭାରତୀ – ଜୁନରେ ଏସିଆ କପ୍ ଖେଳିବା ସମ୍ଭବ ନୁହେଁ: ଶ୍ରୀଲଙ୍କା କ୍ରିକେଟ ମୁଖ୍ୟ – ଭାରତରେ ବିଶ୍ୱକପ୍ ଓ ଇଂଲଣ୍ଡରେ ଆଇପିଏଲ୍ ପାଇଁ ବିସିସିଆଇର ଯୋଜନା – ନିଜ ସରକାରୀ ବାସଭବନକୁ କୋଭିଡ ଯତ୍ନ କେନ୍ଦ୍ରରେ ପରିଣତ କଲେ ତେଜସ୍ୱୀ ଯାଦବ – ତାମିଲନାଡୁ ମନ୍ଦିରରେ କରୋନା ଦେବୀଙ୍କ ମୂର୍ତ୍ତି; ଚାଲିଛି ପୂଜାର୍ଚ୍ଚନା – ଓଡ଼ିଶାରେ ଦିନକରେ ୧୧୪୯୮ ନୂଆ ସଂକ୍ରମିତ: ଖୋର୍ଦ୍ଧା ୧୪୯୭ ଓ କଟକରେ ୧୧୦୭ ଚିହ୍ନଟ –କରୋନାରେ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ଯଶୋବନ୍ତଙ୍କ ଦେହାନ୍ତ – ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଣ କାର୍ଯ୍ୟ ଜାରି – ଅଜଣା ଗାଡି ଧକ୍କାରେ ମହିଳା ମୃତ; କରୋନା ସଂକ୍ରମଣ ଭୟରେ ଛୁଇଁଲେନି କେହି, ନିଜ ହାତରେ ଶବ ଉଠାଇଲେ ୨ପୁଲିସ ଅଧିକାରୀ – ଅଟୋରିକ୍ସାକୁ ପଛପଟୁ ଧକ୍କାଦେଲା ଟ୍ରଲର : ୫ ଗୁରୁତର – କୁଲଡ଼ିହା ଅଭୟାରଣ୍ୟରେ ହାତୀ ଶାବକର ମୃତ୍ୟୁ – ଇସ୍ପାତ୍ ଉତ୍ପାଦନ ସହ ଅମ୍ଳଜାନ ଆବଶ୍ୟକତା ପୂରଣ କରୁଛନ୍ତି ଇସ୍ପାତ୍ ପ୍ଲାଂଟ୍ – ଧର୍ମେନ୍ଦ୍ର ପ୍ରଧାନ Share FacebookTwitterWhatsApp
Comments are closed.