www.samajalive.in
Monday, December 8, 2025
20.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାହ ବିଚ୍ଛେଦ ମାମଲା.. ଜୁଲାଇ ୩୧ରେ ବର୍ଷାଙ୍କ ଚୂଡ଼ାନ୍ତ ସାକ୍ଷ୍ୟ ଗ୍ରହଣ ପାଇଁ ହାଇକୋର୍ଟଙ୍କ ନିର୍ଦେଶ.. ସାକ୍ଷ୍ୟ ଗ୍ରହଣର ୩ ମାସ ମଧ୍ୟରେ ମାମଲାରେ ପୂର୍ଣ୍ଣଚ୍ଛେଦ ପାଇଁ ନିର୍ଦେଶ..

ଫ୍ରାନ୍ସଠାରୁ ୨୬ ରାଫେଲ୍‌ ଯୁଦ୍ଧ ବିମାନ ଓ ୩ ସ୍କର୍ପିନ୍‌ ଶ୍ରେଣୀର ବୁଡ଼ାଜାହାଜ କିଣିବ ଭାରତ.. ଯୁଦ୍ଧ ବିମାନ କ୍ରୟ ପ୍ରସ୍ତାବକୁ ଡିଏସିର ଅନୁମୋଦନ..

- Advertisement -

ପ୍ୟାରିସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ବିମାନ ବନ୍ଦରରେ ଭବ୍ୟ ସ୍ବାଗତ..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ଉପରେ ଅପମାନଜନକ ମନ୍ତବ୍ୟ ମାମଲା.. ଅରବିନ୍ଦ କେଜ୍ରିୱାଲ, ସଞ୍ଜୟ ସିଂଙ୍କୁ ଜୁଲାଇ ୨୬ରେ ଅଦାଲତରେ ହାଜର ହେବାକୁ ନିର୍ଦେଶ.. ନିର୍ଦେଶ ଦେଲେ ଅହମ୍ମଦାବାଦ କୋର୍ଟ..

ଇସ୍ତଫା ଦେଲେ ଛତିଶଗଡର ଶିକ୍ଷାମନ୍ତ୍ରୀ ପ୍ରେମ ସାଇ ସିଂ..

ନବ ଦାସ ହତ୍ୟା ମାମଲା.. ଜେଏମଏଫସିରେ ହାଜର ହେଲା ଅଭିଯୁକ୍ତ ଗୋପାଳ ଦାସ..

ଚନ୍ଦ୍ରଯାନ-୩ ପାଇଁ ଭୁବନେଶ୍ବରର ସିଟିଟିସି ଯୋଗାଇଛି ୭୫ ହଜାର ଯନ୍ତ୍ରାଂଶ..

ବିଜେପି ଜାତୀୟ କାର୍ଯ୍ୟକାରୀ କମିଟିରେ ସ୍ଥାନ ପାଇଲେ ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି..

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ.. ସେତୁ ଯୋଜନାରେ ଚିତ୍ରକୋଣ୍ଡା ଓ କୋରୁକୁଣ୍ଡା ବ୍ଲକ୍‌ର ୧୦ ଗୋଟି ପଞ୍ଚାୟତ ଅନ୍ତର୍ଭୁକ୍ତ ହେବ..

ଏଏସଓ ଶୁଣାଣି ଶେଷ .. ରାୟ ସଂରକ୍ଷିତ ..

ଭିଜିଲାନ୍ସ ଜାଲରେ ସହିଦନଗର ଥାନା ଏଏସ୍‌ଆଇ ମମତା ବସ୍ତିଆ.. ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ..

ଭୁବନେଶ୍ବର ସ୍ଥିତ ରାଜ୍ୟ ବିଜେପି ଅଫିସରେ ​‌​‌କ୍ଷତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ.. ଦୁଇ ଦିନ ହେବ ଗୁରୁତ୍ବପୂର୍ଣ୍ଣ ବୈଠକ.. ରାଜ୍ୟ ସଭାପତିଙ୍କ ସମେତ ଅନ୍ୟମାନଙ୍କ ସହିତ ଆଲୋଚନା..

ବଲାଙ୍ଗୀର ଜିଲା ନିଖିଲ ନଗରରେ ଘରେ ପଶି ଛାତ୍ରୀଙ୍କ ଗଳା କାଟି ହତ୍ୟା..

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories