www.samajalive.in
Monday, December 8, 2025
20.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବାହାନଗା ରେଳ ଦୁର୍ଘଟଣା ମାମଲା.. ପୁଣି ୪ଦିନ ସିବିଆଇ ଜିମାରେ ୩ ରେଳ ଅଧିକାରୀ..

ବାହାନଗା ରେଳ ଦୁର୍ଘଟଣା ମାମଲା.. ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କ ଜାମିନ ଆବେଦନ.. ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତଙ୍କ ଜାମିନ ଆବେଦନ.. ସେକ୍ସନ ଇଞ୍ଜିନିୟର ଅମିର ଖାନଙ୍କ ଜାମିନ ଆବେଦନ..

- Advertisement -

ଇଡି ନିର୍ଦେଶକ ସଞ୍ଜୟ ମିଶ୍ରାଙ୍କ କାର୍ଯ୍ୟକାଳ ବୃଦ୍ଧି ବେଆଇନ୍‌ କହିଲେ ସୁପ୍ରିମ୍‌କୋର୍ଟ.. ଆସନ୍ତା ଜୁଲାଇ ୩୧ରେ ଅବସର ନେବାକୁ ନିର୍ଦେଶ..

ନେପାଳରେ ହେଲିକପ୍ଟର ଦୁର୍ଘଟଣା .. ୬ ମୃତ.. ମୃତକ ୫ ଜଣ ମେକ୍ସିକୋର ନାଗରିକ ଥିବା ସୂଚନା..  ଜଣେ  ପାଇଲଟ ..

ବ୍ରହ୍ମପୁର ଷ୍ଟେସନ ନିକଟରେ ବିବେକ ଏକ୍ପପ୍ରେସ୍‌ରୁ ବାହାରିଲା ଧୂଆଁ.. ଯାତ୍ରୀ ଛାନିଆ..

ଉଚ୍ଚଶିକ୍ଷା ପାଇଁ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ..

ଗାଜିଆବାଦ : କାର୍‌‌କୁ ଧକ୍କା ଦେଲା ସ୍କୁଲ ବସ୍‌‌ .. ୬ ମୃତ..

ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲାରେ କେନାଲକୁ ଖସିଲା ବସ୍‌‌ .. ୭ ମୃତ..

ଧାରା ୩୭୦ ଉଚ୍ଛେଦ ମାମଲା.. ଅଗଷ୍ଟ ୨ରୁ ଶୁଣାଣି ଆରମ୍ଭ..

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories