www.samajalive.in
Monday, December 8, 2025
17.1 C
Bhubaneswar

ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ୫-ଟି ସଚିବ

ଠାକୁରମୁଣ୍ଡା : ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଭି. କେ. ପାଣ୍ଡିଆନ। ସେ ଗୁରୁବାର ହେଲିକପ୍ଟର ଯୋଗେ ଆସି ଠାକୁରମୁଣ୍ଡାର କଳାଶିରା ପଡିଆରେ ଦିନ ୧୧.୨୦ ରେ ଅବତରଣ କରି ସଡ଼କ ପଥରେ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ପହଞ୍ଚିଥିଲେ। ସେଠାରେ ବୈତରଣୀ ନଦୀ ତଥା ଭୀମକୁଣ୍ଡର ଅପରୂପ ସୌନ୍ଦର୍ଯ୍ୟ ଅବଲୋକନ କରି ବିମୋହିତ ହୋଇଥିଲେ। ଭୀମକୁଣ୍ଡର ବିକାଶ ସମେତ ପାର୍ଶ୍ୱରେ ଥିବା ଶିବ ମନ୍ଦିରର ମଧ୍ୟ ମୁଖ୍ୟମନ୍ତ୍ରୀ ବିକାଶ କରିବେ ବୋଲି କହିଛନ୍ତି ୫ଟି ସଚିବ ଭି. କେ. ପାଣ୍ଡିଆନ। ଏଠାରୁ ଖିଚିଂ ଯାଇଥିଲେ। ଏହି ପରିଦର୍ଶନ ସମୟରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ, ପି ଏ ଆଇଟିଡିଏ ଦେବଦତ୍ତ ମହାନ୍ତ, ବିଡ଼ିଓ ଟିଜେଏସ ଶ୍ୟାମସୁନ୍ଦର, ତହସିଲଦାର ସୁଶ୍ରୀ ସୁପ୍ରିୟା ଏବଂ ଅନ୍ୟାନ୍ୟ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories