www.samajalive.in
Monday, December 8, 2025
27.1 C
Bhubaneswar

ସନ୍ଧ୍ୟା ୫ଟା ମୁଖ୍ୟ ଖବର

ବାଲେଶ୍ବର ଜିଲା ସିମୁଳିଆ ବ୍ଲକରେ ଧାନ ବିଲରେ ଚାଷ କରୁଥିବା ସମୟରେ ବଜ୍ରପାତରେ ୨ଜଣଙ୍କ ମୃତ୍ୟୁ

ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ ବିକ୍ରମଜିତ ଭୌମିକ ଗିରଫ

- Advertisement -

ରାଜ୍ୟରେ କୋଭିଡ ମୃତ୍ୟୁ ଲୁଚାଇବା ପ୍ରସଙ୍ଗ: ସରକାରଙ୍କ ରିପୋର୍ଟକୁ ଗ୍ରହଣ କରୁନାହାନ୍ତି ଉଚ୍ଚନ୍ୟାୟାଳୟ- କଂଗ୍ରେସ

ଓଏସଏସସି ଅଫିସରେ ଭିଜିଲାନ୍ସର ଖୋଳତାଡ଼, କାଗଜପତ୍ର ଯାଞ୍ଚ ସହ ତଥ୍ୟ ସଂଗ୍ରହ କରୁଛନ୍ତି ୨ ଭିଜିଲାନ୍ସ ଅଧିକାରୀ

ତାଲିବାନର ନରସଂହାର ଜାରି; ତିନିଟି ସହର ଉପରେ ଜୋରଦାର ଆକ୍ରମଣ

ଆସନ୍ତାକାଲି ଠାରୁ କୋଭିଡ କଟକଣାରେ କଟକରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ ; ଏନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି

ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ ; cbseresults.nic.in ଓ http://cbse.gov.inରେ ରେଜଲ୍ଟ ଉପଲବ୍ଧ

ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ସମସ୍ତଙ୍କ ସ୍ୱର ଯେତେ ଅଧିକ ସମ୍ମିଳିତ ହେବ, ତାହା ଚପାଇବା ଭାଜପା ପାଇଁ ସେତେ କଷ୍ଟକର ହେବ- ରାହୁଳ ଗାନ୍ଧୀ

ଘରୋଇକରଣ ହେବ ସରକାରୀ ବୀମା କମ୍ପାନୀ

ଦେଶରେ ଦିନକ ମଧ୍ୟରେ ୩୦,୫୪୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଗୋଟିଏ ଦିନରେ ୩୮,୮୮୭ ଜଣ କରୋନା ରୋଗୀ ସୁସ୍ଥ

ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୪,୦୪,୯୫୮କୁ ବୃଦ୍ଧି

କରୋନାରୁ ଏପର୍ଯ୍ୟନ୍ତ ୩,୦୮,୯୬,୩୫୪ ଜଣ ଆରୋଗ୍ୟଲାଭ;  ସୁସ୍ଥତା ହାର ଦେଶରେ ୯୭.୩୮%

ଦେଶରେ ଦୈନିକ ସଂକ୍ରମଣ ହାର ୧.୮୫% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୯%

ସୋମବାର ସଂଧ୍ୟା ସୁଦ୍ଧା ମୋଟ ୪୭.୧୨ କୋଟି ନମୁନା ପରୀକ୍ଷା

ଦେଶରେ ୪୭.୮୫ କୋଟି ପାନ ଟିକା ଦିଆଯାଇସାରିଛି

ତ୍ରିପୁରାରେ ଆତଙ୍କି ଆକ୍ରମଣ; ୨ ବିଏସଏଫ ଯବାନ ମୃତ

ସାମ୍ବାରେ ପୁଣି ଉଡିଲା ଡ୍ରୋନ; ବନ୍ଦିପୋରାରେ ଗୁଳି ବିନିମୟ ଜାରି; ଜଣେ ଆତଙ୍କବାଦୀର ମୃତ୍ୟୁ

ଅଲିମ୍ପିକ୍ସ ପୁରୁଷ ହକିରେ ଭାରତ ପରାସ୍ତ; ବେଲଜିୟମ ଠାରୁ ସେମିଫାଇନାଲରେ ୫-୨ ଗୋଲରେ ହାରିଲା

ଦେଶରେ ଆଜିଠାରୁ ଟାଟା କାର ମୂଲ୍ୟ ବୃଦ୍ଧି

ମହାରାଷ୍ଟ୍ରରେ ଜିକା ଭୂତାଣୁ : ଉଚ୍ଚସ୍ତରୀୟ ଦଳ ପଠାଇଲା କେନ୍ଦ୍ର

ଆଜି ଠାରୁ ଖୋଲିଲା ସମ୍ବଲପୁରରେ ମା’ ସମଲାଇଙ୍କ ମନ୍ଦିର

ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୬୫୭ ଏବଂ ସ୍ଥାନୀୟ ସଂକ୍ରମିତ ୪୭୨

ଦିନକ ମଧ୍ୟରେ ୧୭୮୫ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ସଂପ୍ରତି ରାଜ୍ୟରେ ୧୪୩୨୫ ଜଣ କରୋନା ରୋଗୀ ରହିଛନ୍ତି

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ; ଖୋର୍ଦ୍ଧାରୁ ସର୍ବାଧିକ ୨୩

ଆଜି ଖୋଲୁଛି ନନ୍ଦନକାନନ : ମାର୍ଗଦର୍ଶିକା ଜାରି ; କୃତ୍ରିମ ଜଳାଶୟକୁ ଥରକେ ୬ଜଣଙ୍କୁ ଅନୁମତି, ଉଦ୍ଭିଦ ଉଦ୍ୟାନରେ ବଣଭୋଜିକୁ ବାରଣ

ପିଏମଜିକେଏଓ୍ୱାଇ ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ବେଦିକାଙ୍କୁ ବଞ୍ଚାଇ ପାରିଲାନି ୧୬କୋଟିର ଇଞ୍ଜେକ୍‌ସନ

ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ : ଓଡ଼ିଶାର ପୃଷ୍ଠପୋଷକତାରେ ହକିର ଅଭ୍ୟୁଦୟ

ସାଂସଦ ପଦ ଛାଡ଼ିବେନି ବାବୁଲ ସୁପ୍ରିୟ

ପେଗାସସ୍‌ ମାମଲା​ର ତଦନ୍ତ ସପକ୍ଷରେ ନୀତୀଶ

ରାହୁଲ ଡାକିଲେ ବିରୋଧୀଙ୍କ ବୈଠକ; ସମାନ୍ତରାଳ ସଂସଦ ଅଧିବେଶନ ଯୋଜନା

ଆମେରିକା ରିପବ୍ଲିକାନ୍‌ ବିବରଣୀ ପ୍ରକାଶିତ : ଉହାନରୁ କରୋନା ଉତ୍ପନ୍ନ ; ଚୀନ ପ୍ରମାଣ ନଷ୍ଟ କରିଛି : ଆମେରିକା

ବାଇକ୍ ଡିକି ଭାଙ୍ଗି ୪ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ ; ପାଟଣା ପୁଲିସର ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories