ଦିଲ୍ଲୀ ବିଧାନସଭା ନିର୍ବାଚନ.. ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଜାରି କଲା ଆପ୍.. ଦିଲ୍ଲୀରୁ ଅରବିନ୍ଦ କେଜ୍ରିଓ୍ବାଲ ଏବଂ କାଲକାଜିରୁ ଲଢ଼ିବେ ଅତିଶୀ..
ପରମହଂସ କାଠଯୋଡ଼ି ନଦୀ ପଠାରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା.. ଗୁଜରାଟରୁ ଗିରଫ ହେଲା ଅଭିଯୁକ୍ତ ସ୍ଵାମୀ, ମୃତ ମହିଳାଙ୍କ ଘର କେନ୍ଦ୍ରାପଡ଼ା ସୂଚନା..
OYO ହୋଟେଲ ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା.. ରାଜଧାନୀ ଭୁବନେଶ୍ଵରର ଭରତପୁର ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ଘଟିଛି ଏହି ଘଟଣା.. ମୃତଦେହ ଜବତ କରି ତଦନ୍ତ ଚଳାଇଛି ପୁଲିସ..
କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଗାରିଡି ଗାଁରେ ଅଭାବନୀୟ ଘଟଣା.. ଅଟୋ ଚାଳକଙ୍କୁ ଗଳା କାଟି ବିଭତ୍ସ ହତ୍ୟା..
ଟ୍ରେନରେ କଟି ୨ ପାଚିକା ସହାୟିକାଙ୍କ ମୃତ୍ୟୁ.. ଗଞ୍ଜାମ ଜିଲା ସୋରଳ ଷ୍ଟେସନରେ ଅଘଟଣ.. ମୃତକ ଦ୍ଵୟ ଜଗନ୍ନାଥପୁରର ପାର୍ବତୀ ଗୌଡ଼ ଏବଂ ଝୁନୁ ଗୌଡ଼..
୩ୟ ଟେଷ୍ଟ: ଟ୍ରାଭିସ ହେଡ ଓ ଷ୍ଟିଭ ସ୍ମିଥଙ୍କ ବିସ୍ଫୋରକ ଶତକ.. ୨ୟ ଦିନ ଖେଳସୁଦ୍ଧା ଅଷ୍ଟ୍ରେଲିଆ ୭ ଓ୍ବିକେଟ ହରାଇ ସଂଗ୍ରହ କରିଛି ୪୦୫ ରନ୍..
ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ଘଟଣା.. ଗୁରୁଗ୍ରାମରୁ ପତ୍ନୀ ନିକିତାଙ୍କୁ ଗିରଫ କଲା ବେଙ୍ଗଲୁରୁ ପୁଲିସ୍.. ନିକିତାଙ୍କ ମାଆ ଓ ଭାଇ ଉତ୍ତରପ୍ରଦେଶ ପ୍ରୟାଗରାଜରୁ ଗିରଫ.. ମୃତ୍ୟୁ ପୂର୍ବରୁ ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ ଅତୁଲ.. ମୃତ୍ୟୁ ପାଇଁ ପତ୍ନୀ ଓ ଶ୍ଵଶୁର ଘର ଲୋକଙ୍କୁ ଦାୟୀ କରିଥିଲେ..



