କେନ୍ଦୁଝର : କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ଉଲିବସା ଗ୍ରାମରେ ଘର ଭିତରୁ ୪ ଜଣଙ୍କ ମୃତଦେହ ଉଦ୍ଧାର କରଯାଇଛି। ଘରୁ ବାପାଙ୍କ ସମେତ ତିନି ଜଣ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ତିନି ଜଣ ଝିଅଙ୍କୁ ବାପା ପିଟି ପିଟି ମାରିଦେବାପରେ ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ତିନି ଜଣ ଝିଅଙ୍କ ବୟସ ୬ ରୁ ୯ବର୍ଷ ହୋଇଥିବା ସୂଚନା ମିଳିଛି।
Popular Categories



