ଛତିଶଗଡ : ରାଜନନ୍ଦ ଗାଁରେ ନକ୍ସଲ ଆକ୍ରମଣରେ ଦୁଇ ଯବାନ ଶହୀଦ୍.. କର୍ତ୍ତବ୍ୟରତ ଯବାନଙ୍କ ଉପରେ ଗୁଳି ଚଳାଇ ବାଇକ୍ରେ ଲଗାଇଲେ ନିଆଁ..
ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ..
ସ୍ତ୍ରୀକୁ ଏସିଡ଼୍ ମାଡ କଲା ସ୍ବାମୀ .. ସ୍ତ୍ରୀ ସହ ଦେଢଶାଶୂ ଓ ଅନ୍ୟ ୨ ଜଣଙ୍କୁ ଏସିଡ଼୍ ମାଡ଼.. ଅଭିଯୁକ୍ତ ସ୍ବାମୀ ଫେରାର, ବାଲେଶ୍ବର ଜିଲା ସହଦେବଖୁଣ୍ଟା ଥାନା ଭୀମପୁରା ଅଞ୍ଚଳର ଘଟଣା..
ଆଜିଠୁ ସିବିଏସ୍ଇ ଦଶମ ପରୀକ୍ଷା.. ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା..
ଚଳିତ ବର୍ଷ ୨୪ ହଜାର ୪୯୧ ବିଦ୍ୟାଳୟର ମୋଟ ୨୧ଲକ୍ଷ ୮୬ହଜାର ୯୪୦ ପରୀକ୍ଷାର୍ଥୀ, ୭୨୪୦ ପରୀକ୍ଷା କେନ୍ଦ୍ରରେ ହେବ ପରୀକ୍ଷା..
ଆସନ୍ତାକାଲିଠାରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ.. ଆଜି ସର୍ବଦଳୀୟ ବୈଠକ,୨୪ରେ ଆଗତ ହେବ ରାଜ୍ୟ ବଜେଟ..ବଜେଟ୍ ଅଧିବେଶନ ପାଇଁ ବିଧାନସଭାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା.. ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି ସୁନୀଲ୍ ବଂଶଲ..
ଆଜିଠାରୁ ଆଦିବସୀ ମେଳା-୨୦୨୩.. ଆଦିବାସୀ ପ୍ରଦର୍ଶନୀ ପଡିଆ, ୟୁନିଟ-୧ରେ ମାର୍ଚ୍ଚ ପହିଲା ପର୍ଯ୍ୟନ୍ତ ଚାଲିବ ମେଳା
ଆଜି ସନ୍ଧ୍ୟାରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..



