ଟଙ୍କା ଭ୍ୟାନ୍ରୁ ଟଙ୍କା ଭର୍ତ୍ତି ଟ୍ରଙ୍କ ଲୁଟିନେଲେ ମୁଖାପିନ୍ଧା ଦୁର୍ବୃତ୍ତ..
ତିଗିରିଆ ଥାନା ଗୋଡ଼ିଝରିଆ ନୂଆ ରାସ୍ତାରୁ ଲୁଟ୍..
ଟ୍ରଙ୍କରେ ପ୍ରାୟ ଦେଢ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଥିବା ସୂଚନା..
ଟ୍ୱିନ ସିଟିରେ ଦୀପାବଳି ଦିନ ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବା ପାଇଁ ଅନୁମତି ..
ପୁଲିସ କମିଶନରଙ୍କ ପକ୍ଷରୁ ସୂଚନା
ପୁରୀ : ଶ୍ରୀମନ୍ଦିରରେ ମଙ୍ଗଳ ଆଳତି ସମୟରେ ଠେଲାପେଲା..
୧୦ ଶ୍ରଦ୍ଧାଳୁ ଆହତ..
ପୁଣି ଭିଜିବ ଓଡିଶା! ୧୬ତାରିଖରୁ ବର୍ଷା ସମ୍ଭାବନା..
ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋଟରେ ସତ୍ୟପାଠ ଦାଖଲ..
ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲେ ଦିଲ୍ଲୀ ସରକାର..
ଅଡ୍ ଇଭିନ୍ର ସକରାତ୍ମକ ପ୍ରଭାବ ପଡିଥିବା ସତ୍ୟପାଠରେ ଉଲ୍ଳେଖ..
ତେଲକୋଇ ବନାଞ୍ଚଳରେ ଦନ୍ତାହାତୀର ମୃତ୍ୟୁ..



