www.samajalive.in
Wednesday, December 10, 2025
26.1 C
Bhubaneswar

ଦିନ ୪ଟା ମୁଖ୍ୟ ଖବର

ଅଗଷ୍ଟ ମାସର ଗାଇଡଲାଇନ ନେଇ ଏସଆରସିଙ୍କ ଘୋଷଣା

ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ

- Advertisement -

ଭୁବନେଶ୍ବର, କଟକ ଓ ପୁରୀରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ

ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏ ଖୋଲା

ସମସ୍ତ ଧାର୍ମିକ, ସାମାଜିକ, ରାଜନୈତିକ ସମାବେଶ ମନା

ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ଖୋଲିପାରିବ ମଲ୍‌

ରେଷ୍ଟୁରାଣ୍ଟ, ବାର୍‌ ୫୦% କ୍ଷମତା ସହ ଖୋଲି ପାରିବ

୫୦% ଦର୍ଶକଙ୍କୁ ନେଇ ଖୋଲିବ ସିନେମା ହଲ୍‌

ମହାମାରୀ ସମୟରେ ରାଜ୍ୟ ସରକାର ରାସନ ସାମଗ୍ରୀ ବଣ୍ଟନରେ ୩୦୦ କୋଟି ଟଙ୍କାର ଘୋଟାଲା କରିଛନ୍ତି: କଂଗ୍ରେସ

ଭୁବନେଶ୍ବରରେ ୧୦୦% ଟିକାକରଣ: ବିଏମସି

ଓଏସଏସସି ସଦସ୍ୟଙ୍କ କୋଟିପତି ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁ ଗିରଫ

ଭାରତ ପାଇଁ ତୈଳ ଓ ଗ୍ୟାସ କ୍ଷେତ୍ର ବିକାଶ କରିବାକୁ କେନ୍ଦ୍ର ସରକାର ପୁଞ୍ଜିନିବେଶକଙ୍କୁ ଆହ୍ୱାନ କରିଛନ୍ତି

ହିମାଚଳପ୍ରଦେଶ ; ଭୂସ୍ଖଳନ ପାଇଁ ଚଣ୍ଡିଗଡ –ମନାଲୀ ଜାତୀୟ ରାଜପଥ ବନ୍ଦ

ସୀମା ଆରପଟେ ୩୦୦ ଆତଙ୍କବାଦୀ; ୧୪ ଲଞ୍ଚ ପ୍ୟାଡ ଠାବ

‘ମାଇଁ ଲର୍ଡ’ ସମ୍ବୋଧନ ନକରିବାକୁ ଆଇନଜୀବୀଙ୍କୁ ହାଇକୋର୍ଟ ବିଚାରପତିଙ୍କ ପରାମର୍ଶ

ପଞ୍ଜାବ ସୀମାନ୍ତରେ ଦୁଇ ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଗୁଳିକଲେ ଭାରତୀୟ ଯବାନ

ପୁଲୱାମାରେ ୨ ଆତଙ୍କି ନିହତ; ତଲାସି ଅଭିଯାନ ଜାରି

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୬୪୯ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ

ଦିନକରେ ୩୭.୨୯୧ ଜଣ କରୋନା ରୋଗୀ ସୁସ୍ଥ

ଦେଶରେ ଶୁକ୍ରବାର ସଂଧ୍ୟା ସୁଦ୍ଧା ମୋଟ ୪୬.୬୪ କୋଟି ନମୁନା ପରୀକ୍ଷା

କରାଯାଇସାରିଥିବାବେଳେ ସେଥିରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୩,୦୭,୮୧,୨୬୩ ଆରୋଗ୍ୟ ଲାଭ

ଦେଶରେ ଆରୋଗ୍ୟ ହାର ୯୭.୩୭%

ଭାରତରେ ସଂପ୍ରତି ୪,୦୮,୯୨୦ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଦୈନିକ ସଂକ୍ରମଣ ହାର ୨.୩୪% ଏବଂ ସାପ୍ତାହିକ ହାର ୨.୪୨%

ଶୁକ୍ରବାର ସଂଧ୍ୟା ସୁଦ୍ଧା ମୋଟ ୪୬.୧୫ କୋଟି ପାନ ଟିକା

କେରଳରେ ୨୦ ହଜାର ଉପରେ ଦୈନିକ ସଂକ୍ରମଣ

ଆସାମ ମୁଖ୍ୟମନ୍ତ୍ରୀ, ବରିଷ୍ଠ ପୁଲିସ ଅଧିକାରୀଙ୍କ ନାମରେ ଏତଲା ଦାଏର

ଆସାମର ଅଭିଯୋଗ- ମିଜୋରାମ ସରକାର ଜନସାଧାରଣଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇଛନ୍ତି

ଇନ୍ଦ୍ରାବତୀ ଲିଫ୍ଟ ମେଗା କେନାଲ ବନ୍ଧରେ ଘାଇ ; ନିମ୍ନମାନର କାମପାଇଁ କେନାଲ ବନ୍ଧ ଭାଙ୍ଗିଥିବା ଚାଷୀଙ୍କ ଅଭିଯୋଗ ; ଶହ ଶହ ହେକ୍ଟର ଚାଷ ଜମିରେ ପାଣି ପଶି ଜଳ ମଗ୍ନ

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ଆଉ ୬୮ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ;  ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୯୦୨

ରାଜ୍ୟରେ ଗୋଟିଏ ଦିନରେ ଆଉ ୧୫୭୮ କରୋନା ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୯୧୫ ଓ ସ୍ଥାନୀୟ ସଂକ୍ରମିତ ୬୬୩

ରାଜ୍ୟରେ ସଂପ୍ରତି ୧୬୩୮୪ ସକ୍ରିୟ ସଂକ୍ରମିତ ରହିଛନ୍ତି

ଦ୍ବନ୍ଦ୍ବରେ ପରୀକ୍ଷାର୍ଥୀ – ଗୋଟିଏ ଦିନରେ ଆଇଏଏସ ମୌଖିକ ଓ ଓଏଏସ ପରୀକ୍ଷା

ସ୍ବାଧୀନ ତଦନ୍ତ ଆବେଦନ ଉପରେ ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ

ଉତ୍ତର ପ୍ରଦେଶର କୌଶମ୍ବି ଜିଲାରେ  ସ୍ଥାନୀୟ ଫତେପୁରରେ ହତ୍ୟା ଉଦ୍ୟମରୁ ବର୍ତ୍ତିଲେ ଆଉ ଜଣେ ବିଚାରପତି

ମାନହାନୀ ମାମଲାରେ ଶିଳ୍ପାଙ୍କୁ ଧକ୍କା

ପୁରୁଷ ହକି – କ୍ବାର୍ଟର ଫାଇନାଲରେ ଭାରତ-ଗ୍ରେଟ୍‌ ବ୍ରିଟେନ

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories