www.samajalive.in
Sunday, December 7, 2025
26.1 C
Bhubaneswar

ଦିନ ୪ଟା ମୁଖ୍ୟ ଖବର

ଆଇସିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ, results.cisce.org ୱେବସାଇଟରେ ରେଜଲ୍ଟ ଉପଲବ୍ଧ

ରାଜ୍ୟରେ ଆଗାମୀ ୫ ଦିନ ବର୍ଷା ସମ୍ଭାବନା

- Advertisement -

ଡଃ ତପନ କୁମାର ଚାନ୍ଦ ବେଦାନ୍ତର ଓଡିଶା ଏବଂ ଛତିଶଗଡ ଆବାସିକ ନିର୍ଦ୍ଦେଶକ ନିଯୁକ୍ତ

ଭାରତୀୟ ସେନାରେ ନାମଲେଖା ପାଇଁ ଚଳିତ ମାସ ୨୫ ତାରିଖରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ସ୍ଥଗିତ, କରୋନା ମହାମାରୀ ଓ ବର୍ତ୍ତମାନର ପାଣିପାଗ ସ୍ଥିତିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି

ଜମ୍ମୁ-କଶ୍ମୀରରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ଟଳିଲେ ୨ ଆତଙ୍କୀ, ୩ ଯବାନ ଆହତ

ସେପ୍ଟେମ୍ବର ସୁଦ୍ଧା ପିଲାଙ୍କ ନିମନ୍ତେ ଆରମ୍ଭ ହୋଇପାରେ ଟିକାକରଣ– ଏମ୍ସ ମୁଖ୍ୟ

କରୋନା ମହାମାରୀ ସମୟରେ ପ୍ରଭୁ ବୁଦ୍ଧ ଅଧିକ ପ୍ରାସଙ୍ଗିକ: ପ୍ରଧାନମନ୍ତ୍ରୀ

୧୯୯୧ ମସିହା ଅର୍ଥନୈତିକ ସଙ୍କଟକୁ ଦୃଷ୍ଟିରେ ରଖି କରୋନା ମହାମାରୀ ପ୍ରପୀଡ଼ିତ ରାଷ୍ଟ୍ର ପାଇଁ ଏବେକାର ଅର୍ଥନୈତିକ ଅବସ୍ଥା ଓ ଆଗାମୀ ରାସ୍ତା ଆହୁରି ଭୟଙ୍କର ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ

ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରଥମ ପଦକ: ମୀରା ବାଇ ଚାନୁଙ୍କୁ ରୌପ୍ୟ ପଦକ

ଟୋକିଓ ଅଲମ୍ପିକରେ ଭାରତର ବିଜୟ ଅଭିଯାନ ; ପୁରୁଷ ହକିରେ ନ୍ୟୁଜିଲ୍ୟାଣ୍ଡକୁ ୩/୨ରେ ପରାସ୍ତ କଲା ଭାରତ

ଟୋକିଓ ଅଲମ୍ପିକରେ ଭାରତର ଅଭିଯାନ ; ତୀରନ୍ଦାଜି ମିକ୍ସଡ୍‍ କ୍ୱାଟର ଫାଇନାଲରେ ପହଞ୍ଚିଲେ ଭାରତୀୟ ପ୍ରତିଯୋଗୀ

ଗୁରୁ ପୂର୍ଣ୍ଣିମା : ଯେଉଁଠାରେ ଜ୍ଞାନ , ସେଠାରେ ପୂର୍ଣ୍ଣିମା – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଟୋକିଓ ଅଲିମ୍ପିକ୍‌ସରେ ଭାଗ ନେଉଥିବା ଭାରତୀୟ ଦୌଡ଼କୁଦ ଖେଳାଳିମାନଙ୍କୁ ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫଆଇ) ର ଚେତାବନୀ – ଖରାପ ପ୍ରଦର୍ଶନ କଲେ କାର୍ୟ୍ୟାନୁଷ୍ଠାନ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୯,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ; ଦିନକ ମଧ୍ୟରେ ୩୫,୦୮୭ ଜଣ ସୁସ୍ଥ

କରୋନାରୁ ଆରୋଗ୍ୟ ହାର ୯୭.୩୫%

ଦେଶରେ ସଂପ୍ରତି ମୋଟ ୪,୦୮,୯୭୭ ସକ୍ରିୟ ସଂକ୍ରମିତ

ଦେଶରେ ଦୈନିକ ସଂକ୍ରମଣ ହାର ୨.୪% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୨୨%

ଦେଶରେ ମୋଟ ୪୫.୪୫ କୋଟି ନମୁନା ଶୁକ୍ରବାର ସଂଧ୍ୟା ସୁଦ୍ଧା ପରୀକ୍ଷା

ମୋଟ ୩,୦୫,୦୩,୧୬୬ ଜଣ କରୋନା ସଂକ୍ରମିତ ସୁସ୍ଥ

ଶୁକ୍ରବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୪୨.୭୮ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି

ଦେଶରେ ଗୋଟିଏ ଦିନରେ ୫୪୬ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏଥିସହିତ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୨୦,୦୧୬କୁ ବୃଦ୍ଧି

ଶିଳ୍ପାଙ୍କୁ ଜେରା; ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ

ଆଜି ସିଆଇଏସ୍‌ସିଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ

୧୬ ସହରରେ ହେବ ନିଟ୍‌ ପରୀକ୍ଷା

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୫୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ;  ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୧୦୮୨ ଏବଂ ସ୍ଥାନୀୟ ସଂକ୍ରମିତ ୭୮୨

ରାଜ୍ୟରେ ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଖୋର୍ଦ୍ଧାରୁ ସର୍ବାଧିକ ୩୦ ମୃତ

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories