www.samajalive.in
Saturday, December 6, 2025
26.1 C
Bhubaneswar

ଦିନ ୩ଟା ମୁଖ୍ୟ ଖବର

ପୁରୀବାସୀଙ୍କ ପାଇଁ ନୂଆ ଏସ୍‌ଓପି; ଟୋକନ୍ ସହ ଆଧାର କାର୍ଡ ଦେଖାଇ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ

ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡ଼ ମେଜର ଧ୍ୟାନଚନ୍ଦ ଖେଳ ରତ୍ନ ଆୱାର୍ଡ଼ ନାମରେ ନାମିତ, ନାମ ପରିବର୍ତ୍ତନ ନେଇ ପ୍ରଧାନମନ୍ତ୍ରୀଙ୍କ ସୂଚନା

- Advertisement -

ଅଗଷ୍ଟ ୧୬ରୁ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ

ରେପୋ ରେଟ୍‍ ୪%, ରିଭର୍ସ ରେପୋ ୩.୩୫% ରେ ଅପରିବର୍ତ୍ତିତ ; ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆର୍ଥିକ ନୀତିର ସମୀକ୍ଷା

ସିଙ୍ଗାପୁର ଆର୍ବିଟ୍ରେସନ ଅଦାଲତଙ୍କ ରାୟ ସୁପ୍ରିମକୋର୍ଟରେ କାଏମ ;ଫ୍ୟୁଚର ଗ୍ରୁପ-ରିଲାଏନ୍ସ ରିଟେଲ ଚୁକ୍ତିକୁ ଶକ୍କ ଧକ୍କା

ରିଜର୍ଭ ବ୍ୟାଙ୍କର ଅନୁମାନ- ଦେଶର ଅଭିବୃଦ୍ଧି ହାର ୯.୫% ହେବ

ଖୁବ ଶୀଘ୍ର ଜୟପୁର ଓ ରଙ୍ଗେଇଲୁଣ୍ଡାରୁ ଉଡିବ ବିମାନ ; ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା

ମହିଳା ହକି ଦଳ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଥା ହେଲେ ନବୀନ, ବ୍ରିଟେନ୍‌ ବିରୋଧରେ ଲଢୁଆ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଲେ

ଶ୍ରଦ୍ଧାଳୁଙ୍କ ପାଇଁ ଆଜି ଠାରୁ ଖୋଲିଲା ମା’ଶାରଳା , ବାବା ଗୋରଖନାଥ, ଧବଳେଶ୍ୱରଙ୍କ ମନ୍ଦିର

ରାଜ୍ୟରେ ଗୁରୁବାର ଦିନକ ମଧ୍ୟରେ ୬୬ କରୋନା ରୋଗୀଙ୍କର ମୃତ୍ୟୁ ; ଖୋର୍ଦ୍ଧାରୁ ସର୍ବାଧିକ ୧୯, ରାଜ୍ୟରେ କରୋନା ଜନିତ ମୃତ୍ୟୁ ୬୩୦୨

ଅଲିମ୍ପିକ୍ସ ମହିଳା ହକି; ଗ୍ରେଟ ବ୍ରିଟେନ ଠାରୁ ଭାରତ ୪-୩ ଗୋଲରେ ପରାସ୍ତ ; କାଂସ୍ୟ ପଦକ ପାଇଁ ଚାଲିଥିବା ମ୍ୟାଚ

ଗୋଟିଏ ଦିନରେ ରାଜ୍ୟରେ ୧୨୦୮ ନୂଆ ସଂକ୍ରମିତ ଚିହ୍ନଟ

ସେମାନଙ୍କ ମଧ୍ୟରେ ସଂଗରୋଧରୁ ୭୦୨ ଏବଂ ସ୍ଥାନୀୟ ସଂକ୍ରମିତ ୫୦୬

ଦିନକରେ ୧୬୫୨ କରୋନା ରୋଗୀ ସୁସ୍ଥ ; ସଂପ୍ରତି ରାଜ୍ୟରେ ୧୩୦୦୬ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଥମୁନି ଡେଙ୍ଗୁ : ୭ ଦିନରେ ୩୨୨ ଚିହ୍ନଟ ; ଗୁରୁବାର ବିଏମ୍‌ସି ଅଞ୍ଚଳରୁ ୩୪ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାରୁ ମୋଟ ରୋଗୀଙ୍କ ସଂଖ୍ୟା ୭୯୫

ବିଚକ୍ଷଣ ଶିଶୁ ପ୍ରତିଭା ଅନିକେତ : ଅନ୍ୟକୁ ଅନୁକରଣ କରିବାରେ ଓସ୍ତାଦ

କରୋନା ମହାମାରୀ ସମୟରେ ରାଜ୍ୟର ୯,୧୨୮ ଶିଶୁ ପିତାମାତାଙ୍କୁ ହରାଇ ଅନାଥ ହୋ​ଇଛନ୍ତି

ଆଫଗାନ ସଙ୍କଟ ଉପରେ ରୁଷ ଡାକିଲା ବୈଠକ; ବାଦ ପଡିଲା ଭାରତ

ଦେଶରେ ୨୪ ଘଣ୍ଟାରେ ୪୪,୬୪୩ ନୂଆ କରୋନା ସଂକ୍ରମିତ

ଦେଶରେ ଦୈନିକ ସଂକ୍ରମଣ ବୃଦ୍ଧି ସହିତ ବଢୁଛି ତୃତୀୟ ଲହର ଆଶଙ୍କା

ସେହି ସମୟରେ ୪୧,୦୯୬ ଜଣ ସୁସ୍ଥ

ଦେଶରେ ଏପର୍ୟ୍ୟନ୍ତ ମୋଟ ୩,୧୦,୧୫,୮୪୪ ଜଣ କରୋନାରୁ ସୁସ୍ଥ

ଦେଶରେ ସଂପ୍ରତି ୪,୧୪,୧୫୯ ଜଣ ସକ୍ରିୟ କରୋନା ରୋଗୀ
ଆରୋଗ୍ୟ ହାର ୯୭.୩୬%  ;  ଦୈନିକ ସଂକ୍ରମଣ ୨.୭୨% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୪୧%

ଗୁରୁବାର ସଂଧ୍ୟାସୁଦ୍ଧା ୪୭.୬୫ କୋଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୪୯.୫୩ କୋଟି ପାନ ଟିକା ଦିଆଯାଇଛି

ଜମ୍ମୁ କାଶ୍ମୀର ପ୍ରସଙ୍ଗ ଉଠାଇଲା ଓଆଇସି; ସ୍ୱତନ୍ତ୍ର ପାହ୍ୟା ପୁନଃ ବାହାଲ କରିବାକୁ କହିଲା

ଭାରତର ଦୃଢ ନିନ୍ଦା; ଏଭଳି ମନ୍ତବ୍ୟ ଦେବାରୁ ନିବୃତ୍ତ ରହିବାକୁ କହିଲା ବୈଦେଶିକ ମନ୍ତ୍ରଣାଳୟ

ଆଜି ୧୫୦ ମିନିଟ୍‌ ବନ୍ଦ ରହିବ ଏସବିଆଇ ଇଣ୍ଟରନେଟ୍‌ ଗ୍ରାହକ ସେବା

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories