ଦିନ ୩ଟା ମୁଖ୍ୟ ଖବର

ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩ ମଧ୍ୟରେ କମନ୍‌ ପିଜି ପ୍ରବେଶିକା ପରୀକ୍ଷା

ସୁନାବେଡ଼ା ହେବ ବାଘ ଅଭୟାରଣ୍ୟ

ଆଇଏଏସ ସ୍ତରରେ ଅଦଳବଦଳ ; ଅଶୋକ ମିନା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ

ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନ୍ ଏମ୍ସରେ ଭର୍ତ୍ତି

ଝାଡଖଣ୍ଡରେ ଗାଡି ଧକ୍କା କରି ଅତିରିକ୍ତ ଜିଲା ଜଜ୍‍ଙ୍କୁ ହତ୍ୟା; ଅଟୋ ଡ୍ରାଇଭର ଓ ସହଯୋଗୀ ଗିରଫ

କେରଳରେ ୩୧ ଜୁଲାଇ ଓ ଅଗଷ୍ଟ ୧ ସମ୍ପୂର୍ଣ୍ଣ ତାଲାବନ୍ଦ ; ୨୪ ଘଣ୍ଟାରେ ସଂକ୍ରମଣ ୨୨ ହଜାର ପାର

ତାଲିବାନ ହେଉଛନ୍ତି ସାଧାରଣ ନାଗରିକ, ସାମରିକ ଗୋଷ୍ଠୀ ନୁହନ୍ତି- ଇମ୍ରାନ ଖାଁ ;ତାଲିବାନକୁ ପ୍ରଶଂସା ସହିତ ନିଜର ସମର୍ଥନ ଜଣାଇଲା ଚୀନ

୩ ଲକ୍ଷ ଜରିମାନା ଦେବେ ରାଜ୍‌-ଶିଳ୍ପା

ଗୁଳି ଚଳାଇଥିବା ମିଜୋରାମ ପୁଲିସର ଫଟୋ ଜାରିକଲା ଆସାମ ପୁଲିସ

ମହାପ୍ରଭୁଙ୍କ ପାଇଁ ସ୍ୱର୍ଣ୍ଣ ଜିଭଛେଲା

୬୫ କେଜି ଗଞ୍ଜେଇ ସହ ଅଟୋ ଜବତ ; ଅଭିଯୁକ୍ତ ଫେରାର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୫ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ; ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୭୬୮ ; ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯

ରାଜ୍ୟରେ ସାମାନ୍ୟ ଖସିଲା ସଂକ୍ରମଣ; ଦିନକରେ ୧୬୧୫ ନୂଆ ଆକ୍ରାନ୍ତ ଚିହ୍ନଟ

prayash

ସଂଗରୋଧରୁ ୯୩୭ ଏବଂ ସ୍ଥାନୀୟ ସଂକ୍ରମିତ ୬୭୮

ରାଜ୍ୟରେ ଆଉ ୧୬୯୯ ଆରୋଗ୍ୟଲାଭ କରିଥିବାବେଳେ ମୋଟ ୯୫୧୦୪୯ ଜଣ ସୁସ୍ଥ

ରାଜ୍ୟରେ ସଂପ୍ରତି ୧୭୨୬୨ ଜଣ ସଂକ୍ରମିତ

ଲଘୁଚାପ ଘନୀଭୂତ, ୧୦ ଜିଲାକୁ ସତର୍କ ସୂଚନା

ଦେଶରେ ଗୋଟିଏ ଦିନରେ ୪୩,୫୦୯ ନୂଆ କରୋନା ସଂକ୍ରମିତ ଚିହ୍ନଟ

୩୮,୪୬୫ ଜଣ କରୋନାରୁ ଆରୋଗ୍ୟ ଲାଭ ; ଦେଶରେ ମୋଟ ୩,୦୭,୦୧,୬୧୨ ଜଣ କରୋନା ସଂକ୍ରମିତ ସୁସ୍ଥ

ସଂପ୍ରତି ମୋଟ ୪,୦୩,୮୪୦ ଜଣ ସକ୍ରିୟ ସଂକ୍ରମିତ

ବୁଧବାର ସଂଧ୍ୟା ସୁଦ୍ଧା ମୋଟ ୪୬.୨୬ କୋଟି ନମୁନା ପରୀକ୍ଷା ;  ଦେଶରେ ମୋଟ ୪୫.୦୭ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି

ସଂପ୍ରତି ଦେଶରେ ଦୈନିକ ସଂକ୍ରମଣ ହାର ୨.୫୨% ଏବଂ ସାପ୍ତାହିକ ହାର ୨.୩୮%

ଅଗ୍ରାଧିକାର ଭିତ୍ତିରେ ହେବ କଳାହାଣ୍ଡିରେ ରେଳ କାରଖାନା

ଭୁବନେଶ୍ୱର ବିମାନବନ୍ଦରର ହେବ ଘରୋଇକରଣ: କେନ୍ଦ୍ର

ଆମେରିକାର ୨.୫ କୋଟି ଡଲାର କୋଭିଡ ସହାୟତା

ଆମେରିକାର ୨.୫ କୋଟି ଡଲାର କୋଭିଡ ସହାୟତା

kalyan agarbati

Comments are closed.