ଆସୁଛି ଲଘୁଚାପ .. ଭିଜିବ ଓଡିଶା .. ବାତ୍ୟା ସମ୍ପର୍କରେ ଆଇଏମଡି ପକ୍ଷରୁ କୌଣସି ସୂଚନା ଜାରି କରାଯାଇ ନାହିଁ .. ଆସନ୍ତା ୮ ତାରିଖ ମଧ୍ୟରେ ଘୂର୍ଣ୍ଣିବଳୟ ବା ଲଘୁଚାପ ହେବ ବୋଲି କୁହାଯାଉଛି.. ବାତ୍ୟା ସୂଚନା ନାହିଁ କି ବାତ୍ୟା ନେଇ କିଛି ଆକଳନ କରାଯାଇ ନାହିଁ-ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ
କଟକ ସ୍ବତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ମୃତ୍ୟୁ ଘଟଣା ; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ..
ଆଜି ଠାରୁ ଆରମ୍ଭ ହେଉଛି ସ୍ୱତନ୍ତ୍ର ଓଜେଇଇ .. ଦୈନିକ ୪ଟି ସିଫ୍ଟରେ ସେପ୍ଟେମ୍ବର ୩, ୪ ଓ ୭ରେ ହେବ ପରୀକ୍ଷା
ରାଜ୍ୟର ୨୮ଟି ସହରରେ ୩୮ଟି ଓ ରାଜ୍ୟ ବାହାରେ କେନ୍ଦ୍ର, କୋଲକତା, ରାଞ୍ଚି ଓ ପାଟନାରେ ହୋଇଛି ପରୀକ୍ଷା କେନ୍ଦ୍ର
ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା ଦେବେ ୨୮ ହଜାର ୬ ଶହ ପରୀକ୍ଷାର୍ଥୀ..
ଆଜିଠାରୁଏସିଆ କପ୍ରେ ସୁପର-୪ ମୁକାବିଲା, ସୁପର-୪ରେ ଅଛନ୍ତି ଭାରତ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ପାକିସ୍ତାନ, ଫାଇନାଲକୁ ଯିବେ ଟପ୍-୨ରେ ଟିମ୍..
ଆସନ୍ତା ୨ ସପ୍ତାହ ମଧ୍ୟରେ ଆଉ ୨ଟି ଲଘୁଚାପ ସମ୍ଭାବନା .. ଦୁର୍ବଳ ମୌସୁମୀ ଯୋଗୁ ଆଉ ୨ ଦିନ ଯାଏଁ ଗୁଳୁଗୁଳି ଲାଗି ରହିବ
ନାସାର ଚନ୍ଦ୍ର ଅଭିଯାନ .. ସ୍ପେଶ ଲଞ୍ଚ ସିଷ୍ଟମ ରକେଟ୍ ସାହାଯ୍ୟରେ ଆରମ୍ଭ ହେବ ଉତ୍କ୍ଷେପଣ ପ୍ରକ୍ରିୟା, ଏଥର ମଣିଷ ବଦଳରେ ତିନିଟି ମାନେକୁଇନ ବା ପିତୁଳା, ଚନ୍ଦ୍ରରେ ତେଜସ୍କ୍ରିୟ ବିକିରଣ ଓ କଂପନର ମାତ୍ରା ସଂପର୍କରେ ଏହି ଅଭିଯାନରେ ଅନୁଧ୍ୟାନ କରାଯିବ ..
ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି .. ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୩, ସଙ୍ଗରୋଧରୁ ୧୦୨ ଓ ସ୍ଥାନୀୟ ୭୨..
ଦେଶରେ ଦିନକରେ ଆଉ ୭,୨୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ .. ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୪,୪୭,୧୪୯କୁ ବୃଦ୍ଧି .. ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୩ ଆକ୍ରାନ୍ତଙ୍କ ମୃତ୍ୟୁ .. ୫୬,୭୪୫ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ..
ଭୂକମ୍ପରେ ଥରିଲା ଆଣ୍ଡାମାନ-ନିକୋବର .. ରିକ୍ଟର ସ୍କେଲରେ ତିବ୍ରତା ୪.୪ ରେକର୍ଡ..



