www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ସଙ୍କଟରେ ଗଜରାଜ… ପୁଣି ଆଉ ୨ ମାଈ ହାତୀଙ୍କ ମୃତ୍ୟୁ… ବିଦ୍ୟୁତ୍‌ ତାର ଲାଗି ହାତୀଙ୍କ ମୃତ୍ୟୁ ହୋଇଥିବା ସୂଚନା… କେନ୍ଦୁଝର ସଦର ବନାଞ୍ଚଳ ଜୁଡ଼ିଆ କୃଷି ବିଜ୍ଞାନ କେନ୍ଦ୍ରରେ ଘଟିଛି ଅଭାବନୀୟ ଘଟଣା.. ଘଟଣାସ୍ଥଳରେ ତଦନ୍ତ କରୁଛି ବନବିଭାଗ…

(୨) ଆଜିଠୁ ରାଜ୍ୟରେ କମିବ ଘୁର୍ଣ୍ଣିବଳୟର ପ୍ରଭାବ… ୨ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା… କେନ୍ଦୁଝର ଏବଂ ଝାରସୁଗୁଡାରେ ବର୍ଷିବ… ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହୋଇପାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା… ଭୁବନେଶ୍ୱର ଆଞ୍ଚଳିକ ପାଣପାଗ କେନ୍ଦ୍ର ପକ୍ଷରୁ ସୂଚନା…

- Advertisement -

(୩) ଅଗଷ୍ଟରେ ରାଜ୍ୟର ୭ ଜିଲ୍ଳାରେ ସ୍ବାଭାବିକ ଠାରୁ ହୋଇଛି ଅଧିକ ବର୍ଷା… ୧ ତାରିଖରୁ ଏଯାବତ ସାରା ରାଜ୍ୟରେ ୪୪୪.୫ ମିମି ବର୍ଷା ରେକର୍ଡ…  ଦେବଗଡ, ଢେଙ୍କାନାଳ, ନୟାଗଡ, ବୌଦ୍ଧ, କୋରାପୁଟ, ରାୟଗଡା ଓ ଗଜପତିରେ ଅଧିକ ବର୍ଷିଛି… ଅବଶିଷ୍ଟ ୨୨ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ…

(୪) ରାଜ୍ୟରେ କମୁଛି କରୋନା ସଂକ୍ରମଣ… ଚିହ୍ନଟ ହେଲେ ଆଉ ୩୫୫ ପଜିଟିଭ୍‌… ସୁନ୍ଦରଗଡ଼ରୁ ରହିଛନ୍ତି ସର୍ବାଧିକ ୭୮ଜଣ ସଂକ୍ରମିତ… ଗୋଟିଏ ଦିନରେ ସୁସ୍ଥ ହେଲେ ୪୦୩ ଆକ୍ରାନ୍ତ… ମୋଟ୍‌ ପଜିଟିଭ୍‌ ସଂଖ୍ୟା ରହିଛି ୨୧୪୮…

(୫) କଟକର ଏସସିବି ଡାକ୍ତରଖାନାରେ ପଦ୍ମଶ୍ରୀ କମଳା ପୂଜାରୀ… କିଡନୀ ଜନିତ ସମସ୍ୟା କାରଣରୁ ହୋଇଛନ୍ତି ଆଇସିୟୁରେ ଭର୍ତ୍ତି… କମଳାଙ୍କ ଚିକିତ୍ସା ପାଇଁ ନିୟୋଜିତ ଅଛନ୍ତି ସ୍ବତନ୍ତ୍ର ଡାକ୍ତରୀ ଦଳ.. ଗତକାଲି ଜୟପୁର ଡାକ୍ତରଖାନାରୁ ଏସସିବିକୁ ହୋଇଥିଲେ ସ୍ଥାନାନ୍ତର…

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories