www.samajalive.in
Sunday, December 7, 2025
15.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ନିର୍ବାଚନୀ ପ୍ରଚାର ପାଇଁ ଆଜି ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ..

ଭବାନୀପାଟଣା ଓ ରାୟଗଡାରେ ଜନସଭାକୁ କରିବେ ସମ୍ବୋଧନ..

- Advertisement -

ବିଜେପି ଶିବିରରେ ଉତ୍ସାହର ଲହରୀ , ବ୍ୟାପକ ପ୍ରସ୍ତୁତି ସହ ସୁରକ୍ଷା ବ୍ୟବସ୍ଥା କଡାକଡି..

ଆଶ୍ଵସ୍ତି ଆଣିଲା କାଳବୈଶାଖୀ..

ଆଜି ୭ ଜିଲ୍ଲାକୁ ଅରେଞ୍ଜ ଓ ୧୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ..

ରୋଲ୍ ଖାଇବା ପୂର୍ବରୁ ଥରେ ଭାବନ୍ତୁ; ଖରାପ ଚିକେନ୍ ପ୍ରସ୍ତୁତ ରୋଲ୍ ଖାଇ ୧୯ ବର୍ଷୀୟ ଯୁବକ ମୃତ, ଦୋକାନୀ ଗିରଫ..

ଟ୍ରପ୍ ଲାଇନ୍ ପ୍ରଭାବରେ ଆସନ୍ତା ୩ରୁ ୪ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା..

ଆଜି ୬ ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ..

ମହାପ୍ରଭୂଙ୍କ ବନକଲାଗି ନୀତି ପାଇଁ ୬ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ..

ପ୍ରାକୃତିକ ରଙ୍ଗରେ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ..

ଭୁବନେଶ୍ୱର ପଳାଶୁଣୀରେ ଦୁର୍ଘଟଣା,୨ ମୃତ; ବ୍ୟକ୍ତିଙ୍କୁ ପଳାଶୁଣୀରୁ ସତ୍ୟବିହାର ଯାଏଁ ଘୋଷାଡି ନେଲା ଅଜଣା ଗାଡି..

ନୂଆଦିଲ୍ଲୀ: ସାରା ବିଶ୍ଵରୁ କରୋନା ଟିକା ଫେରାଇନେବ ଆଷ୍ଟ୍ରାଜେନେକା..

ଟିକାର ପାର୍ଶ୍ବପ୍ରତିକ୍ରିୟା ନେଇ ବିବାଦ ଉଠିବା ପରେ ବଜାରରୁ ଟିକା ଫେରାଇନେବ ବୋଲି କହିଲା କମ୍ପାନୀ..

କାଳବୈଶାଖୀ ପ୍ରଭାବରେ ଆହୁରି ୫ଦିନ ବର୍ଷା ସମ୍ଭାବନା..

ସମୂହ ଛୁଟିରେ ଗଲେ କ୍ରିଉ ମେମ୍ବର, ବାତିଲ୍ ହେଲା ଏୟାର ଇଣ୍ଡିଆର ୭୦ରୁ ଅଧିକ ଉଡ଼ାଣ..

ମଧ୍ୟପ୍ରଦେଶରେ ଅଘଟଣ: ଭୋଟିଂ ପରେ ଇଭିଏମ୍ ଏବଂ କର୍ମଚାରୀଙ୍କୁ ଧରି ଫେରୁଥିଲା ବସ୍, ହଠାତ୍ ଲାଗିଗଲା ନିଆଁ..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories