ରାଜ୍ୟରେ ତଳ ମୁହାଁ ହେଊଛି ରାତି ତାପମାତ୍ରା : ବିଭିନ୍ନ ସ୍ଥାନରେ ବଢିଲାଣି ଶୀତ, ଆସନ୍ତା ୨୧ ତାରିଖ ଯାଏଁ ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ବରଗଡ, କନ୍ଧମାଳ ସମେତ କଳାହାଣ୍ଡିର କେତେକ ସ୍ଥାନରେ ଘନ କୁହୁଡିର ଆସ୍ତରଣ..
ଆଜିଠୁ ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ପ୍ରବଳ ପ୍ରଦୂଷଣ ଯୋଗୁଁ ବନ୍ଦ ନିଷ୍ପତ୍ତି, ଅନଲାଇନରେ ପାଠପଢା, ଦିଲ୍ଲୀ ବିଶ୍ଵ ବିଦ୍ୟାଳୟରେ ମଧ୍ୟ ଅନଲାଇନରେ ହେବ ପାଠପଢା..
ବ୍ରାଜିଲରେ ଚାଲିଛି ଜି-୨୦ ଶିଖର ସମ୍ମିଳନୀ: ଆମେରିକା ରାଷ୍ଟ୍ରପତି, ସିଙ୍ଗାପୁର ପ୍ରଧାନମନ୍ତ୍ରୀ, ଇଟାଲୀ ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସ ରାଷ୍ଟପତିଙ୍କ ସହ ପିଏମ୍ ମୋଦୀଙ୍କ ଆଲୋଚନା, ଅନ୍ୟ ବିଶ୍ଵ ନେତାଙ୍କ ସହ ବି ବୈଠକ କରୁଛନ୍ତି ମୋଦୀ..
ରେଢାଖୋଲରେ ବିଦ୍ୟୁତ୍ ଆଘାତରେ ୩ ହାତୀ ମୃତ୍ୟୁ ଘଟଣାରେ ଆକ୍ସନ୍ : ମୁଖ୍ୟମନ୍ତ୍ରୀଙ୍କ ଉଦବେଗ ପରେ ୩ କ୍ଷେତ୍ର ବନ କର୍ମଚାରୀଙ୍କୁ ନିଲମ୍ବନ, ଅନ୍ୟଦୁଇ ବରିଷ୍ଠ ବନ ଅଧିକାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍, ଚିହ୍ନଟ ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଗିରଫ..
ପଞ୍ଚଭୂତରେ ଲୀନ ହେଲା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ସମୀର ଦେଙ୍କ ପାର୍ଥିବ ଶରୀର, ଝିଅ ଦେଲେ ମୁଖାଗ୍ନି..
ପୁରୀ ସମୁଦ୍ରରେ ବୁଡି ଯୁବକ ନିଖୋଜ
ଦିଗବାରେଣୀ ଛକ ନିକଟ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ..



