ଆଜି ଅପରାହ୍ନ ୨ଟା ୩୫ରେ ଶ୍ରୀହରିକୋଟାର ଦ୍ୱିତୀୟ ଲଞ୍ଚପ୍ୟାଡ୍ରୁ ଉତ୍କ୍ଷେପଣ ହେବ ‘ଚନ୍ଦ୍ରଯାନ-୩’..
୪ ଦଫା ଦାବିରେ କଂଗ୍ରେସର ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ପାଳନ, ଦୋକାନ ବଜାର ସହ ଗାଡ଼ି ଚଳାଚଳ ବନ୍ଦ..
ଜଳେଶ୍ୱର ଆମ୍ବଳିଅଠା ବାଇପାସ୍ ନିକଟରେ ଓଲଟିଲା କୋଲକତା ଯାଉଥିବା ବସ୍, ୮ ଗୁରୁତର..
୨୦୨୩-୨୪ ଶିକ୍ଷାବର୍ଷରେ ପ୍ରଥମ ପର୍ଯ୍ୟାୟ +୨ ନାମଲେଖା ଶେଷ..
ନାମ ଲେଖାଇଲେ ୩ ଲକ୍ଷ ୪୨ ହଜାରରୁ ଅଧିକ ପିଲା..
ଜୁଲାଇ ୨୫ରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ..
ଯୁକ୍ତ ୩ ପ୍ରଥମ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ସେଲ୍ଫ ଫାଇନାସିଂରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା..
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନୂଆପଡା, ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ବୌଦ୍ଧ, ଦେବଗଡ ଏବଂ କେନ୍ଦୁଝରର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି..
ରାଜଧାନୀରରୁ ନିଖୋଜର ୮ ଦିନ ପରେ ଠାବ ହେଲେ ଛାତ୍ର..
ଜେନାପୁର ରେଲୱେ ଷ୍ଟେସନ ନିକଟରୁ ଛାତ୍ରକୁ ପୁଲିସ ଠାବ କରିଛି



