ଭାରତୀୟ ନୌସେନାରେ ସାମିଲ ହେଲା ‘ଆଇଏନଏସ ବିକ୍ରାନ୍ତ’ .. ଏକ ଗରିମାମୟ ପରିବେଶରେ ସାମିଲ ହେଲା ଆଇଏନଏସ ବିକ୍ରାନ୍ତ..‘ଆଇଏନଏସ ବିକ୍ରାନ୍ତ’ ସମର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ..ଏକ ନୂଆ ସୂର୍ଯ୍ୟୋଦୟର ସାକ୍ଷୀ ହେବାକୁ ଯାଉଛି ‘ଆଇଏନଏସ ବିକ୍ରାନ୍ତ’.. ବିକ୍ରାନ୍ତ ଏକ ଯୁଦ୍ଧଜାହାଜ ନୁହେଁ.. ଏହା ପରିଶ୍ରମ ଓ ପ୍ରତିବଦ୍ଧତାର ପ୍ରମାଣ.. ଆତ୍ମନିର୍ଭର ଭାରତର ଏହା ପ୍ରତୀକ..
ଭୁବନେଶ୍ୱର : ରାଜ୍ୟରେ ଆଉ ୨୨୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୯,ସଙ୍ଗରୋଧରୁ ୧୩୨,ସ୍ଥାନୀୟ ୯୪, ଆଉ ୧ ହଜାର ୭୯୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ
ଖୋର୍ଦ୍ଧା : ୯ ନମ୍ବର ଜିଲା ପରିଷଦ ସଭ୍ୟଙ୍କ କାର୍ ଜାଳିଦେଲେ ଦୁର୍ବୃତ୍ତ ; ବଡପୋଖରିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କାର୍ ଜାଳିଥିବା ନେଇ ସୂଚନା
ଗୁଜରାଟ ଅରାବଲ୍ଲି ଜିଲା ଅମ୍ବାଜିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଚାଲିଗଲା ୬ ଜଣଙ୍କ ଜୀବନ,ରାସ୍ତାରେ ଯାଉଥିବା ଯାତ୍ରୀଙ୍କ ଉପରେ ମାଡଗଲା କାର୍
ଭୁବନେଶ୍ୱର : ସମ୍ଭାବ୍ୟ ବର୍ଷା ନେଇ ୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ୫ ପରେ ଆସୁଛି ଆଉ ଏକ ଲଘୁଚାପ,ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ
ନୂଆଦିଲ୍ଲୀ : ଦେଶରେ ଆଉ ୬,୧୬୮ ଆକ୍ରାନ୍ତ ଚିହ୍ନଟ ; ୨୧ ମୃତ.. ଆଉ ୫୯,୨୧୦ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ .. ସପ୍ତାହିକ ସଂକ୍ରମିତ ହାର ୧.୯୪%
ବାଲେଶ୍ୱର : ଘର ଭିତରୁ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର ..ସହଦେବଖୁଣ୍ଟା ଥାନା ଆଜିମାବାଦ ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର
ବାଲୁଗାଁ : ସିଙ୍ଗେଶ୍ୱରରେ ନବବିବାହିତା ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ ,ବାଲୁଗାଁ ହସ୍ପିଟାଲରେ ମହିଳାଙ୍କୁ ମୃତ ଘୋଷଣା କଲେ ଡାକ୍ତର .. ଯୌତୁକଜନିତ ହତ୍ୟା ଅଭିଯୋଗ ଆଣିଲେ ବାପ ଘର ଲୋକେ .. ପୁଲିସର ତଦନ୍ତ ଆରମ୍ଭ



