www.samajalive.in
Tuesday, December 9, 2025
16.1 C
Bhubaneswar

ରାତି ୧୦ଟା ମୁଖ୍ୟ ଖବର

ବଡ ଖବର :

ଶେଷରେ ଇସ୍ତଫା ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାର କୁମାରସ୍ବମୀ,

ରାଜଭବନ ଯାଇ ରାଜ୍ୟପାଳଙ୍କୁଇସ୍ତଫା ପ୍ରଦାନ କଲେ

# କର୍ଣ୍ଣାଟକ ନାଟକର ଅନ୍ତ, ଆସ୍ଥା ଭୋଟରେ ହାରିଲେ ମୁଖ୍ୟମନ୍ତ୍ରୀ କୁମାରସ୍ବମୀ, ୧୪ ମାସର ଜେଡିଏସ୍-କଂଗ୍ରେସ ମେଣ୍ଟ ସରକାରର ପତନ।

ଇସ୍ତଫା ଦେବାକୁ ରାଜଭବନ ଯିବେ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାର କୁମାରସ୍ବମୀ।

# ଆଇ.ସି.ସି. ଟେଷ୍ଟ ବ୍ୟାଟସ୍‍ମ୍ୟାନ୍‍ ର‍୍ୟାଙ୍କିଙ୍ଗ୍‍ ତାଲିକାରେ ବିରାଟ କୋହଲି ୧ ନଂ ସ୍ଥାନକୁ ବଜାୟ ରଖିଛନ୍ତି।  

# ଆଇନ ଶୃଙ୍ଖଳା ଦୃଷ୍ଟିରୁ ବେଙ୍ଗାଲୁରୁରେ ୧୪୪ଧାରା ଜାରି, ସମସ୍ତ ମଦ ଦୋକାନ ବନ୍ଦ

# ମୁଖ୍ୟମନ୍ତ୍ରୀ ଏଚ.ଡି କୁମାର ସ୍ବାମୀଙ୍କ ଭାବ ବିହ୍ବଳ ଉତ୍ତର,  କହିଲେ ରାଜନୀତିକୁ ଆସିବା ଭୁଲ ହୋଇଗଲା

- Advertisement -

# ଆସନ୍ତାକାଲି କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ, ନାରୀ ନିର୍ଯ୍ୟାତନା ଓ ନାବାଳିକା ଦୁଷ୍କର୍ମ ଅଭିଯୋଗରେ କଂଗ୍ରେସର ବିକ୍ଷୋଭ

# ଆସନ୍ତାକାଲି ପାଟକୁରା ବିଧାନସଭା ଆସନର ଭୋଟଗଣତି ସହ ଫଳାଫଳ ପ୍ରକାଶ ପାଇବ

# ବୋରିସ ଜନସନ୍ ହେବେ ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ, ସେ ଦଳୀୟ ନିର୍ବାଚନରେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଜେରେମି ହଣ୍ଟକୁ ପରାସ୍ତ କରିଛନ୍ତି।

# କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ସଂସଦରେ ହଙ୍ଗାମା, ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କଲା କଂଗ୍ରେସ , ଏହାକୁ ଖଣ୍ଡନ କଲେ ବିଦେଶ ମନ୍ତ୍ରୀ ଜୟଶଙ୍କର
# ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି, ଟ୍ରମ୍ପଙ୍କ ମନ୍ତବ୍ୟ ଯଦି ସତ୍ୟ ହୋଇଥାଏ, ତା’ହେଲେ ପ୍ରଧାନମନ୍ତ୍ରୀ ଦେଶକୁ ଧୋକା ଦେଇଛନ୍ତି।

ଆଞ୍ଚଳିକ:

# ରାଜ୍ୟ​ରେ ୨୯.୫ ପ୍ରତିଶତ କମ୍ ବର୍ଷା, ଚିନ୍ତାରେ ଚାଷୀ, ସମ୍ଭାବ୍ୟ ମରୁଡି ସ୍ଥିତିର ମୁକାବିଳା ପାଇଁ ଓୟୁଏଟି ଜାରି କଲା ମାର୍ଗଦର୍ଶିକା

#  ଆସନ୍ତାକାଲି କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ, ନାରୀ ନିର୍ଯ୍ୟାତନା ଓ ନାବାଳିକା ଦୁଷ୍କର୍ମ ଅଭିଯୋଗରେ କଂଗ୍ରେସର ବିକ୍ଷୋଭ

# ଆସନ୍ତାକାଲି ପାଟକୁରା ବିଧାନସଭା ଆସନର ଭୋଟଗଣତି ସହ ଫଳାଫଳ ପ୍ରକାଶ ପାଇବ

#  ଅନୁଗୁଳ ସ୍ଥିତ ନାଲ୍‌କୋ ପ୍ଲାଣ୍ଟରେ ଏକ ଦୁର୍ଘଟଣାରେ ୪ ଜଣ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ‌
# ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ମାଓବାଦୀ ନିହତ ହୋଇଛି।
# ଉନ୍ନତମାନର ମୋବାଇଲ ସେବା ଦାବିରେ ଚିତ୍ରକୋଣ୍ଡା ବନ୍ଦ, ରାସ୍ତା ଅବରୋଧ, ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ
# କେନ୍ଦୁଝର ଜିଲା ୨୨୦ ନମ୍ବର ଜାତୀୟ ରାଜପଥର ପାଟଣା ଥାନା ଦକ୍ଷିଣପଶି ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି।
# ମାଲକାନଗିରି ଜିଲା କୁଡୁମୁଲୁଗୁମ୍ମା ନିକଟସ୍ଥ ଖାତଲାଗୁଡା ଜଙ୍ଗଲରୁ ଅର୍କେଲ ପୁଲିସ ମଙ୍ଗଳବାର ଏକ ଟିମ ସହିତ ଚଢ଼ାଉ କରି ୧୧୨୩କେଜି ଗଞ୍ଜେଇ ଜବତ କରିବାସହ ୨ ଜଣଙ୍କୁ ଗିରଫ କରିଛି ।
# ବ୍ରହ୍ମପୁର ସହରର ୧୦ରୁ ଅଧିକ ଅଞ୍ଚଳରେ ୫ ଦିନ ହେବ ପିଇବା ପାଣି ମିଳୁନଥିବାରୁ ଜନ ସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
# ଗଞ୍ଜାମ ଆସିକା ମାଗୁରା ସରକାରୀ ସ୍କୁଲରେ ବିସ୍ଫୋରଣ ଘଟଣାରେ ୨ ଗିରଫ, ୨୫୦ ପ୍ୟାକେଟ୍ ଜେଲୋଟିନ୍ ଓ ୩୫୦ କେଜି ଡିଟୋନେଟର୍ ଜବତ

ଜାତୀୟ:

# କର୍ଣ୍ଣାଟକରେ ରାଜନୈତିକ ସଙ୍କଟର ଅବସାନ, କୁମାରସ୍ବାମୀ ସରକାରଙ୍କର ପତନ

# ଶେଷରେ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀ

# ୧୯୫୪ ମସିହାରୁ ଭାରତରେ ପଦ୍ମ ପୁରସ୍କାର ପ୍ରଦାନ ଆରମ୍ଭ ହେଇଥିଲା। ସେହି ଦିନଠାରୁ ଏପର୍ଯ୍ୟନ୍ତ ୨୭୨ ଜଣ ବିଦେଶୀ, ପ୍ରବାସୀ ଭାରତୀୟ ଓ ଭାରତୀୟ ବଂଶୋଦ୍ଭବମାନଙ୍କୁ ଏହି ପୁରସ୍କାର ଦିଆଯାଇଛି। 
# ଆମ୍ରପାଲୀ ପ୍ରକଳ୍ପ ମାମଲାରେ ସୁପ୍ରିମକୋର୍ଟ ଆମ୍ରପାଲୀର ରେରା ପଞ୍ଜୀକରଣ ବାତିଲ କରିଦେବା ସହିତ ଅସମ୍ପୂର୍ଣ୍ଣ ରହିଥିବା ପ୍ରକଳ୍ପକୁ ଶେଷ କରିବା ଲାଗି ନ୍ୟାଶନାଲ ବିଲ୍ଡିଂ କନ୍‌ଷ୍ଟ୍ରକ୍ସନ କର୍ପୋରେଶନ (ଏନବିସିସି)କୁ ନିର୍ଦେଶ ଦେଇଛନ୍ତି।
# କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ସଂସଦରେ ହଙ୍ଗାମା, ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କଲା କଂଗ୍ରେସ
# ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନଆରସି)ର ଚୂଡ଼ାନ୍ତ ତାଲିକା ପ୍ରକାଶ ତାରିଖ ସୁପ୍ରିମକୋର୍ଟ ଅଗଷ୍ଟ ୩୧ ପର୍ୟ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ଏହା ପୂର୍ବରୁ ସୁପ୍ରିମକୋର୍ଟ ଏନଆରସିର ଚୂଡ଼ାନ୍ତ ତାଲିକା ଜୁଲାଇ ୩୧ ସୁଦ୍ଧା ପ୍ରକାଶ କରିବାକୁ ନିର୍ଦେଶ ଦେଇଥିଲେ ।
# ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ସମେତ କେତେକ ବରିଷ୍ଠ ନେତାଙ୍କ ସୁରକ୍ଷା ହ୍ରାସ କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ
# ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ରାଜ୍ୟବାସୀଙ୍କୁ ବଡ଼ ଉପହାର ସ୍ବରୂପ ଭାରତର ପ୍ରଥମ ରାଜ୍ୟ ଭାବେ ସ୍ଥାନୀୟ ନାଗରିକଙ୍କ ପାଇଁ ସମସ୍ତ ଘରୋଇ ଉଦ୍ୟୋଗ, ପ୍ରତିଷ୍ଠାନ ଏବଂ କାରଖାନାରେ ୭୫% ଚାକିରି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛି
#ଜମ୍ମୁ-କାଶ୍ମୀର ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ସୈନିକ ଔରଙ୍ଗଜେବଙ୍କ ଦୁଇ ସାନ ଭାଇ ମହମ୍ମଦ ତାରିକ ଓ ମହମ୍ମଦ ସବିରଙ୍କ ସେନାରେ ଯୋଗଦାନ
# ଦିବ୍ୟାଙ୍ଗମାନଙ୍କ ରେଳ ଯାତ୍ର ସହଜ କରିବାକୁ ଖୁବ୍‌ ଶୀଘ୍ର ବିକଳ୍ପ ପଦକ୍ଷେପ ଗ୍ରହଣ କରିବାକୁ ରେଳ ବିଭାଗକୁ ନିର୍ଦ୍ଦେଶ ଦେଲେ ବମ୍ବେ ହାଇକୋର୍ଟ

ଆନ୍ତର୍ଜାତିକ:

# ଆଇ.ସି.ସି. ଟେଷ୍ଟ ବ୍ୟାଟସ୍‍ମ୍ୟାନ୍‍ ର‍୍ୟାଙ୍କିଙ୍ଗ୍‍ ତାଲିକାରେ ବିରାଟ କୋହଲି ତାଙ୍କର ପ୍ରଥମ ସ୍ଥାନକୁ ବଜାୟ ରଖିଛନ୍ତି।

# ବୋରିସ ଜନସନ୍ ହେବେ ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ

# ଦ୍ବିପାକ୍ଷିକ ଆଲୋଚନାରେ କାଶ୍ମୀର ପ୍ରସଙ୍ଗର ସମାଧାନ ହୋଇପାରିବ ନାହିଁ ବୋଲି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ
# ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ପ୍ରସ୍ତାବ
# କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ସମ୍ପର୍କିତ ମନ୍ତବ୍ୟ ଦେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିଜ ଦେଶରେ କଡ଼ା ନିନ୍ଦା କରାଯିବା ସହିତ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories