www.samajalive.in
Sunday, December 7, 2025
14.1 C
Bhubaneswar

ଆଉ ଅଳ୍ପ ଦିନ..୧୦୦ ବର୍ଷ ପରେ ପିତୃପକ୍ଷରେ ସୂର୍ଯ୍ୟପରାଗ ପୁଣି ଚନ୍ଦ୍ର ଗ୍ରହଣ; ଏହି ୩ ରାଶିଙ୍କୁ ମିଳିବ ବଡ ଖୁସି, ସଫଳତା, ହେବେ କୋଟିପତି..

ପିତୃପକ୍ଷରେ ପୂର୍ବପୁରୁଷଙ୍କୁ ସ୍ମରଣ କରିବା ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ । ଏହି ଦିନ ପୂର୍ବପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ସମର୍ପିତ ଏକ ମୁଖ୍ୟ ଦିନ । ଚଳିତ ବର୍ଷ ପିତୃପକ୍ଷ ୭ ସେପ୍ଟେମ୍ବରରୁ ଆରମ୍ଭ ହେବ । ଶାସ୍ତ୍ର ଅନୁସାରେ ଚଳିତ ବର୍ଷର ପିତୃପକ୍ଷ ଖୁବ୍‌ ଖାସ୍‌ । ପ୍ରାୟ ୧୦୦ ବର୍ଷ ପରେ ପିତୃପକ୍ଷରେ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ ହେବାକୁ ଯାଉଛି । ଚନ୍ଦ୍ର ଗ୍ରହଣ ୭ ସେପ୍ଟେମ୍ବର ୨୦୨୫ରେ ହେବାକୁ ଯାଉଥିବା ବେଳେ ସୂର୍ଯ୍ୟ ପରାଗ ୨୧ ସେପ୍ଟେମ୍ବରରେ ହେବାକୁ ଯାଉଛି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପିତୃପକ୍ଷରେ ହେବାକୁ ଯାଉଥିବା ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ସଂଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟବାନ୍‌ ହେବେ..

- Advertisement -

ମିଥୁନ- ପିତୃପକ୍ଷରେ ହେବାକୁ ଥିବା ସଂଯୋଗ ଫଳରେ ମିଥୁନ ରାଶିଙ୍କ ପାଇଁ ଆସୁଛି ବଡ ଖୁସି ଓ ସଫଳତା । ଆର୍ଥିକ ସ୍ଥିତି ମଜଭୁତ ହେବ । ଧନ ଆସିବାର ନୂଆ ନୂଆ ମାର୍ଗ ଖୋଲିବ । ପରିବାରରେ ହସଖୁସିର ବାତାବରଣ ରହିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ ।

ଧନୁ- ଏହି ସମୟ ବେଶ ଲାଭଦାୟକ ହେବ । ଦୀର୍ଘ ଦିନରୁ ଥିବା ସମସ୍ୟା ଓ ଚିନ୍ତା ଦୂର ହେବ । କାମରେ ଶୁଭଫଳ ମିଳିବ । ବ୍ୟବସାୟରେ ବଡ ଲାଭ ମିଳିବ । ଚାକିରି ଓ ବ୍ୟବସାୟରେ ବଡ ଉନ୍ନତି ସହ ଧନ ଲାଭ ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ ।

ମକର- ଚାକିରିରେ ପଦନ୍ନୋତି ସହ ବଡ ଉନ୍ନତି ହେବ । ବ୍ୟବସାୟରେ ମଧ୍ୟ ଲାଭ ମିଳିବ । ଅନେକ କାମରେ ସଫଳତା ମିଳିବ । ମନର ଇଚ୍ଛା ପୂରଣ ହେବ । ପ୍ରତ୍ୟେକ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସଫଳତା ମିଳିବ ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories