www.samajalive.in
Monday, December 8, 2025
27.1 C
Bhubaneswar

ବିଫଳ ପ୍ରେମିକର ନାରକୀୟ କାଣ୍ଡ, ନାବାଳିକାକୁ ପୋଡି ହତ୍ୟା ଉଦ୍ୟମ

ଚେନ୍ନାଇ:   ତାମିଲନାଡୁର ମଦୁରାଇରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ପ୍ରେମ ନିବେଦନ କରି ବିଫଳ ହେବାରୁ ବିଫଳ ପ୍ରେମିକ ଜଣେ ନାବାଳିକୁ ପୋଡି ହତ୍ୟା କରିବାକୁ ଉଦ୍ୟମ କରିଛି । ୧୪ ବର୍ଷ ବୟସ୍କ ନାବାଳିକାଟି ବିଦ୍ୟାଳୟରୁ ନିଜ ମାଆଙ୍କ ସହ ଫେରୁଥିବା ବେଳେ ଏହି ଘଟଣା ଘଟିଛି ।

୨୦ ବର୍ଷିୟ ବାଲମୁରୁଗନ ନିଜ ଘର ପାଖର ଏକ ନାବାଳିକାକୁ ଏକ ତରଫା ପ୍ରେମ କରୁଥିଲା । ମାତ୍ର ସେ ବାରମ୍ବାର ପ୍ରେମ ନିବେଦନ ବିଫଳ ହୋଇଥିଲା । ନାବାଳିକା ଉପରେ କିରୋସିନ ଢାଳି ମୁରୁଗୁନ ନିଆଁ ଲଗାଇ ଦେଇଥିଲା । ପାଖରେ ଥିବା ଲୋକମାନେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ମାତ୍ର ନାବାଳିକାର ଶରୀରର ୬୦ ପ୍ରତିଶତ ଜଳି ଯାଇଛି ।

- Advertisement -

ଘଟଣା ସ୍ଥଳରୁ ମୁରୁଗନ ଫେରାର ହୋଇଯାଇଛି ।ପୁଲିସ ଏବେ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ କରିଛି ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories