www.samajalive.in
Monday, December 8, 2025
27.1 C
Bhubaneswar

ସୁନା କିଣି କାର୍‍ ଜିତିଲେ ମହିଳା -କିସ୍ନା ଜୁଏଲାରୀ ଲକି ଡ୍ର’ରେ କାର୍ ପୁରସ୍କାର

ଭୁବନେଶ୍ଵର, : ଭୁବନେଶ୍ୱର ପଟିଆରେ ଥିବା କିସ୍ନା ଜୁଏଲାରୀ ଲକିଡ୍ରରେ କାର୍‌ ପୁରସ୍କାର । ସୂର୍ଯନଗର ଅଞ୍ଚଳର ରୋନକ୍‌ ଅଗ୍ରଓ୍ୱାଲ କିସ୍ନା ଜୁଏଲାରୀରୁ ଗହଣା କିଣି ଲକି ଡ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏଥିରେ କାର୍‌ ଜିତିବା ପରେ ସେ ନିଜକୁ ବିଶ୍ୱାସ କରିପାରି ନଥିବା ବେଳେ ବେଶ୍‌ ଖୁସୀ ଅନୁଭବ କରିଥିବ କଥା କହିଛନ୍ତି ।
ଭୁବନେଶ୍ୱରର ଅଗ୍ରଣୀ ଗହଣା ବ୍ରାଣ୍ଡ୍‍ କିସ୍ନା ଜୁଏଲାରୀର ମାଲିକ ଅମିତ ଅଗ୍ରୱାଲଙ୍କ ରୋନକ୍‌ଙ୍କୁ ଏହି କାର ପ୍ରଦାନ କରିଛନ୍ତି । ଦ୍ୱିତୀୟ ଗ୍ରାହକଙ୍କୁ ୫ହଜାର ଏବଂ ତୃତୀୟ ପୁରସ୍କାରରେ ୩ହଜାର ଟଙ୍କା ପ୍ରଦାନ କରାଯାଇଛି ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories