www.samajalive.in
Friday, December 5, 2025
16.1 C
Bhubaneswar

ବିଶ୍ୱର ପ୍ରଥମ ଛାତ ଉପର ମୁକ୍ତାକାଶ ପ୍ରେକ୍ଷାଳୟ

ମୁମ୍ବଇ: ବିଶ୍ୱର ପ୍ରଥମ ଛାତ ଉପର ମୁକ୍ତାକାଶ ପ୍ରେକ୍ଷାଳୟରେ ମୁମ୍ବଇରେ ଉଦଘାଟିତ ହେବାକୁ ଯାଉଛି । ଯେଉଁଠାକୁ ଦର୍ଶକମାନେ ସେମାନଙ୍କ ଗାଡି ଚଳାଇ ଯିବା ସହିତ ନିଜ ଗାଡିରେ ବସି ଚଳଚ୍ଚିତ୍ର ଉପଭୋଗ କରିପାରିବେ । ରିଲାଏନ୍ସ ପକ୍ଷରୁ ଏଠାରେ ସ୍ଥାପନ କରାଯାଇଥିବା ପ୍ରିମିୟମ ସପିଙ୍ଗ ମଲ୍‌ ‘ଜିଓ ୱାର୍ଲଡ ଡ୍ରାଇଭ’ରେ ଏହି ସୁବିଧା ଉପଲବ୍ଧ ହେବ । ଚଳିତ ମାସ ୫ ତାରିଖରେ ଏହା ଉଦଘାଟିତ ହେବାକୁ ଯାଉଛି । ଏହାକୁ ପିଭିଆର ପରିଚାଳନା କରୁଛି ଏବଂ ଛାତ ଉପରେ ଏକ ସମୟରେ ୨୯୦ଟି କାରରେ ଦର୍ଶକମାନେ ବସି ଚଳଚ୍ଚିତ୍ର ଦେଖିବା ବ୍ୟବସ୍ଥା କରାଯାଇଛି । ମୁମ୍ବଇ ମହାନଗରୀରେ ମଧ୍ୟ ଏହା ସର୍ବବୃହତ ଚଳଚ୍ଚିତ୍ର ପରଦା ବୋଲି ଜଣାଯାଇଛି ।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories