www.samajalive.in
Monday, December 8, 2025
27.1 C
Bhubaneswar

ଦେଖନ୍ତୁ-ଭୟାନକ ଦୃଶ୍ୟ, ଯେତେବେଳେ ହେଲମେଟ୍‌ରେ ଥିଲା ନାଗସାପ

ନୂଆଦିଲ୍ଲୀ – ବେଳେ ବେଳେ ଲୋକହ୍କ ସହ ଏପରି ଘଟଣା ଘଟିଥାଏ ଯାହାକୁ ସେମାନେ ସ୍ୱପ୍ନରେ ବି ଭାବି ପାରି ନଥାନ୍ତି । ଭାରତରେ ୩୦୦ ପ୍ରଜାତିରୁ ଅଧିକ ସାପ ଦେଖାଯାଇଥାଆନ୍ତି । ଏମାନଙ୍କ ମଧ୍ୟରୁ ଅନେକଙ୍କ ବିଷ ନଥାଏ । ହେଲେ କେତକ ବିଷାକ୍ତ ହୋଇଥାଆନ୍ତି . କୌଣସି ଭୟ କିମ୍ବା ଆକ୍ରମଣ ଆଶଙ୍କାରେ କିମ୍ବା ଖାଦ୍ୟ ପାଇଁ ଏମାନେ କାମୁଡି ଦେଇଥାଆନ୍ତି ।

 

View this post on Instagram

 

A post shared by Dev Shrestha (@d_shrestha10)

- Advertisement -

ଏବେ ସାମାଜିକ ଗଣମାଧ୍ୟମମାନଙ୍କରେ ଏପରି ଏକ ଭିଡିଓ ଭାଇରାଲ୍‌ ହେଉଛି । ଯେଉଁଥିରେ ଏକ ଭୟାନକ ଦୃଶ୍ୟ ଦେଖିବା ପାଇଁ ମିଳୁଛି । ଜଣେ ବ୍ୟକ୍ତି ତାଙ୍କର କଳା ରଙ୍କର ହେଲମେଟ୍‌ ରଖିଥିଲେ । ଏଥିରେ କଳାରଙ୍ଗର ବିଷାକ୍ତ ନାଗ ସାପ ପଶିଯାଇଥିଲା । ସେ ହଠାତ୍‌ ଜାଣିପାରି ନଥିଲେ ମାତ୍ର ଏହା ସୁସୁ ହେବା ସହ ଫଣା ଟେକି ରହିଥିଲା । ପରେ ଏହାର ଭିଡିଓ କରି ସୋସିଆଲ୍‌ ମିଡିଆରେ ଅନ୍ୟମାନେ ସଚେତନ ହେବା ପାଇଁ ପୋଷ୍ଟ କରିଥିଲେ ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories