www.samajalive.in
Thursday, December 11, 2025
27.1 C
Bhubaneswar

ମାଡ଼ ମାରି ବନ୍ଧାହେଲେ ଓ୍ୱାର୍ଡେନ

ଭୁବନେଶ୍ୱର : ଭୁବନେଶ୍ୱର ଅବସ୍ଥିତ ଗାନ୍ଧୀ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରାବାସ ତତ୍ୱାବଧାରକ(ଓ୍ୱାର୍ଡେନ)ଙ୍କୁ ଆଜି ଖଣ୍ଡଗିରି ପୁଲିସ ଗିରଫ କରିଛି । ସେହି କଲେଜ ହଷ୍ଟେଲର ଓ୍ୱାର୍ଡେନ ବିଶ୍ୱରଞ୍ଜନ ରଣା ଦୁଇ ଜଣ ଛାତ୍ରଙ୍କୁ ଅମାନୁଷିକ ଭାବେ ମାଡ ମାରୁଥିବାର ଭିଢିଓ ଭାଇରାଲ ହେବାପରେ ପୁଲିସ ଏଭଳି ପଦକ୍ଷପ ଗ୍ରହଣ କରିଛି । କଲେଜ କତ୍ତୃପକ୍ଷ ଖଣ୍ଡଗିରି ଥାନାରେ ଏନେଇ ଏତଲା ଦାୟର କରିଥିଲେ ।

ସୂଚନା ଯୋଗ୍ୟ, ଚଳିତ ମାସ ୧୧ ତାରିଖରେ ଓ୍ୱାର୍ଡେନ ବିଶ୍ୱରଞ୍ଜନ କେନ୍ଦୁଝର ଏବଂ ଯାଜପୁର ଜିଲାର ଦୁଇ ଜଣ +୨ ଅନ୍ତେବାସୀଙ୍କୁ ନିର୍ମମ ଭାବେ ମାଡ଼ ମାରିଥିଲେ ।

- Advertisement -

 

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories