www.samajalive.in
Sunday, November 16, 2025
15.1 C
Bhubaneswar

ରାଜନୀତିରେ କୁସ୍ତିଯୋଦ୍ଧାଙ୍କ ଏଣ୍ଟ୍ରି: ହାତ ଧରିଲେ ବିନେଶ ଫୋଗତ ଓ ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ମଧ୍ୟରେ କୁସ୍ତି ଯୋଦ୍ଧା ବିନେଶ ଫୋଗତ ଏବଂ ବଜରଙ୍ଗ ପୁନିଆ ରାଜନୀତିରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଉଭୟ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହା ପୂର୍ବରୁ ଦୁହେଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। କଂଗ୍ରେସରେ ମିଶିବା ପରେ ବିନେଶ କହିଛନ୍ତି ଯେ, ଆଶା ପୂରଣ କରିବାକୁ ଚେଷ୍ଟା ଜାରି ରହିବ। କଂଗ୍ରେସ ଆମ ଲୁହକୁ ବୁଝିଲା। ଖରାପ ସମୟରେ ଜଣାପଡ଼େ ଯେ ନିଜର କିଏ। ଦେଶର ଲୋକଙ୍କ ସେବା କରିବା ପାଇଁ ଏହା ଏକ ସୁଯୋଗ। ନୂଆ ଇନିଂସ ଆରମ୍ଭ କରିବା ମୋ ପାଇଁ ଗର୍ବର ବିଷୟ।

ଅପରପକ୍ଷେ କଂଗ୍ରେସ ଏବଂ ଦେଶକୁ ମଜଭୁତ କରିବେ ବୋଲି କହିଛନ୍ତି ବଜରଙ୍ଗ ପୁନିଆ। ବିଜେପି ଆମ ସହ ଛିଡ଼ା ହେଲାନାହିଁ। କଂଗ୍ରେସକୁ ଆସିବା ପରେ ସମାଲୋଚନା କରାଯାଉଛି ବୋଲି କହିଛନ୍ତି ବଜରଙ୍ଗ ପୁନିଆ।

- Advertisement -

 

Hot this week

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

୧୦ ଡିଗ୍ରୀ ତଳେ କନ୍ଧମାଳର ୨ ସହର

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି। କନ୍ଧମାଳ ଜିଲାର...

Related Articles

Popular Categories