www.samajalive.in
Monday, December 8, 2025
20.1 C
Bhubaneswar

ଦେଶବ୍ୟାପୀ ୪୪ ଲକ୍ଷ ୪୯ ହଜାର ୫୫୨ ଜଣଙ୍କୁ ଟିକାକରଣ

ଦେଶବ୍ୟାପୀ ଚାଲିଥିବା କୋଭିଡ଼- ୧୯ ଟିକାକରଣ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ସ୍ୱାସ୍ଥ୍ୟକର୍ମୀମାନଙ୍କ ଟିକାକରଣ ସଂଖ୍ୟା ୪୪ ଲକ୍ଷ ୪୯ ହଜାର ୫୫୨ ରହିଛି। ୭୬ ହଜାର ୫୭୬ଟି ସେସନରେ ଏହି ଟୀକା ପ୍ରଦାନ କରାଯାଇଛି।

ଆଜି ସୁଦ୍ଧା ଆଣ୍ଡାମାନ ନିକବରରେ ୨୭୨୭ ଜଣଙ୍କୁ କୋଭିଡ ଟିକା ଦିଆଯାଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୧ ଲକ୍ଷ ୮୭ ହଜାର ୨୫୨, ଅରୁଣାଚଳ ପ୍ରଦେଶରେ ୯ ହଜାର ୭୯୧, ଆସାମରେ ୪୨ ହଜାର ୪୩୫, ବିହାରରେ ୨ ଲକ୍ଷ ୫୨ ହଜାର ୧୫୩, ଚଣ୍ଡିଗଡ଼ରେ ୪ ହଜାର ୧୯, ଛତିଶଗଡ଼ରେ ୭୯ ହଜାର ୬୭୬, ଦାଦର ଓ ନଗର ହାଭେଳିରେ ୮୬୭, ଡାମନ ଡ଼ିଉରେ ୪୬୯, ଦିଲ୍ଲୀରେ ୭୪ ହଜାର ୬୮, ଗୋଆରେ ୫ ହଜାର ୪୧୨, ଗୁଜରାଟରେ ୨ ଲକ୍ଷ ୮୭ ହଜାର ୮୫୨, ହରିୟାଣାରେ ୧ ଲକ୍ଷ ୨୭ ହଜାର ୮୯୩, ହିମାଚଳ ପ୍ରଦେଶରେ ୩୯ ହଜାର ୫୭୦, ଜାମ୍ମୁ କାଶ୍ମୀରରେ ୨୬ ହଜାର ୬୩୪, ଝାଡ଼ଖଣ୍ଡରେ ୫୫ ହଜାର ୬୭୧, କର୍ଣ୍ଣାଟକରେ ୩ ଲକ୍ଷ ୧୯ ହଜାର ୩୬୮, କେରଳରେ ୨ ଲକ୍ଷ ୨୪ ହଜାର ୮୪୬, ଲଦାଖରେ ୧ ହଜାର ୨୩୪, ଲାକ୍ଷାଦ୍ଵୀପରେ ୮୦୭, ମଧ୍ୟ ପ୍ରଦେଶରେ ୨ ଲକ୍ଷ ୯୮ ହଜାର ୩୭୬, ମହାରାଷ୍ଟ୍ରରେ ୩ ଲକ୍ଷ ୧୮ ହଜାର ୭୪୪, ମଣିପୁରରେ ୪ ହଜାର ୭୩୯, ମେଘାଳୟରେ ୪ ହଜାର ୬୯୪, ମିଜୋରାମରେ ୯ ହଜାର ୯୩୨, ନାଗାଲାଣ୍ଡରେ ୪ ହଜାର ୯୩, ଓଡିଶାରେ ୨ ଲକ୍ଷ ୮ ହଜାର ୨୦5, ପୁଡୁଚେରୀରେ ୩ ହଜାର ୭୭, ପଞ୍ଜାବରେ ୬୧ ହଜାର ୩୮୨, ରାଜସ୍ଥାନରେ ୩ ଲକ୍ଷ ୩୯ ହଜାର ୨୧୮, ସିକିମରେ ୨ ହଜାର ୬୪୭, ତାମିଲନାଡୁରେ ଲକ୍ଷ ୨୦ ହଜାର ୭୪୫, ତେଲେଙ୍ଗାନାରେ ୧ ଲକ୍ଷ ୭୦ ହଜାର ୪୩, ତ୍ରିପୁରାରେ ୩୨ ହଜାର ୧୯୬, ଉତ୍ତର ପ୍ରଦେଶରେ ୪ ଲକ୍ଷ ୬୩ ହଜାର ୭୯୩, ଉତ୍ତରାଖଣ୍ଡରେ ୪୩ ହଜାର ୪୩୦, ପଶ୍ଚିମବଙ୍ଗରେ ୨ ଲକ୍ଷ ୮୮ ହଜାର ୨୪୫ ଏବଂ ଅନ୍ୟାନ୍ୟ ୫୫ ହଜାର ୬୦୬ଟି ଟିକା ଦିଆଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories