bjd  ek lkhya koti banner

ମାଓନେତା ଶଙ୍କର ରାଓ ନିହତ, ମୁଣ୍ଡରେ ଥିଲା ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି

mission shakti banner

ନୂଆଦିଲ୍ଲୀ: ଛତିଶଗଡ଼ କାଙ୍କେରରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଏହି ଗୁଳିବିନିମୟରେ ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ୧୮ ନକ୍ସଲ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଟପ୍ କ୍ୟାଡର ମାଓନେତା ଶଙ୍କର ରାଓ ସାମିଲ ଅଛନ୍ତି । ତାଙ୍କ ମୁଣ୍ଡରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି । କାଙ୍କେର ଜିଲା ଛୋଟେବେଥିଆ ଥାନା ଅଞ୍ଚଳରେ ଏହି ଗୁଳିବିନିମୟ ହୋଇଛି । ଅନ୍ୟପଟେ ନକ୍ସଲଙ୍କ ପାଲଟା ଆକ୍ରମଣରେ ୩ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଜଙ୍ଗଲରୁ ଉଦ୍ଧାର ପାଇଁ ଅତିରିକ୍ତ ବାହିନୀ ପଠାଯାଇଛି ।

ସମ୍ବଲପୁର ପୁଲିସକୁ ବଡ ସଫଳତା ; ଦେଶୀ ବନ୍ଧୁକ କାରଖାନା ଠାବ, ୩ ଗିରଫ

Comments are closed.