www.samajalive.in
Monday, December 8, 2025
20.1 C
Bhubaneswar

ଟୟୋଟା ୟାରିସରରେ ମିଳୁଛି ଆକର୍ଷଣୀୟ ଅଫର

ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ଟୟୋଟା ସି-ସେଗମେଣ୍ଟ ୟାରିସ୍‍ ବାରମ୍ବାର ଅଫର ଦେଇଆସୁଛି। ଗ୍ରାହକ ମାନଙ୍କ ବିଭିନ୍ନ ଅଫର ଅନୁସାରେ ପାଖାପାଖି ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଆତି ପାଇପାରିବେ। କମ୍ପାନୀର ‘ଗୋଲ୍ଡ ରସ’ ନୀତି ଅନୁସାରେ ଅଦଳବଦଳ ମଧ୍ୟ କରି ଗାଡି କିଣିପାରିବେ। ତେବେ ଆସନ୍ତୁ ଜାଣିବା ଗ୍ରାହକ କଣ ଲାଭ ପାଇ ପାରିବେ।
– ଏହି ଗାଡିରେ ୩ବର୍ଷ/୧ ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ୱାରେଣ୍ଟି ପାଇପାରିବେ।
– ସ୍ମାଇଲ ନାମକ ଏକ ପ୍ୟାକେଜ ରିଆତିରେ ପାଇପାରିବେ।
– ଗ୍ରାହକଙ୍କୁ ୨୦ହଜାର ପର୍ଯ୍ୟନ୍ତ ବିତରଣ ଅଫର ମଧ୍ୟ ମିଳିବ।
– ଏହି ସମସ୍ତ ଅଫରକୁ ଗ୍ରାହକମାନେ ନଭେମ୍ବର ୨୦ ପର୍ଯ୍ୟନ୍ତ କରିପାରିବେ।
ସୂଚନାଯୋଗ୍ୟ ଯେ ପୂର୍ବ ମାସ ଅନ୍ୟ କାରକୁ ବାଛି ୟାରିସ କାରକୁ ବାଛିନଥିଲେ। ବଜାରରେ ୟାରିସ କାରକୁ ମାରୁତି ସିଆଜ ଫେସଲିପ୍ଟ, ହୋଣ୍ଡା ସିଟି, ଓ ହୋଣ୍ଡା ଭେମା ଆଦି କାର ସହ ପ୍ରତିଯୋଗିତା କରିବ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories