ଛାଡ଼ପତ୍ର ପାଇଁ ଆବେଦନ କଲେ ଲାଲୁଙ୍କ ପୁଅ ତେଜପ୍ରତାପ, ୬ ମାସ ତଳେ କରିଥିଲେ ବିବାହ
ପାଟନା : ବାହାଘରର ୬ ମାସ ନପୂରୁଣୁ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ବିହାରର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତେଜପ୍ରତାପ ଯାଦବ ନିଜ ପତ୍ନୀଙ୍କଠାରୁ ଅଲଗା ହେବା ପାଇଁ ଛାଡ଼ପତ୍ର ଆବେଦନ କରିଛନ୍ତି।…
Read More...
Read More...