Browsing Tag

odisha

ଅଗ୍ନି ବିପନ୍ନଙ୍କୁ ‘ସମାଜ ରିଲିଫ ପାଣ୍ଠି’ରୁ ସହାୟତା

ଖୋର୍ଦ୍ଧା : ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ ରିଲିଫ ପାଣ୍ଠି’ ଅଧ୍ୟକ୍ଷ ଡ଼.ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କ ନିର୍ଦେଶ କ୍ରମେ ନିରାକାରପୁର ମୁଖ୍ୟ ବଜାରର ଅଗ୍ନିବିପନ୍ନଙ୍କୁ ‘ସମାଜ ରିଲିଫ ପାଣ୍ଠି’ରୁ…
Read More...

ଆସୁଛି ପୁଣି ଏକ ଲଘୁଚାପ, ୨୪ରୁ ବର୍ଷା : ବଢିବ ଶୀତ ପ୍ରକୋପ

ଭୁବନେଶ୍ବର : ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ଗତ ଦୁଇଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଉ ଏକ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ତାରିଖରୁ ପୁଣି ବର୍ଷା ହୋଇପାରେ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ…
Read More...

ଦୁର୍ଘଟଣା ନେଲା ଦୁଇ ଜୀବନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଚାଉଁରିଆଗୁଡ଼ା ନିକଟ ଗ୍ଲେଜ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କୁଟି ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ଜୀବନ…
Read More...

ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ

ପୁରୀ: ନୂଆବର୍ଷରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡି ଦର୍ଶନ ବ୍ୟବସ୍ଥା। ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହେବ। ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।…
Read More...

ମାରାଥନ ବେଳେ ରେଲୱେ କର୍ମଚାରୀଙ୍କୁ ଗୁଳିମାଡ଼

ରାଉରକେଲା : ମାରାଥନ୍ ଚାଲିଥିବାବେଳେ ଯୁବକଙ୍କୁ ଗୁଳିମାଡ। ରାଉରକେଲା ସେକ୍ଟର ୩ ଛକ ନିକଟରେ ମାରାଥନ୍ ଚାଲିଥିବାବେଳେ ଜଣେ ଯୁବକଙ୍କୁ ଗୁଳିମାଡ ହୋଇଥିବା ସୂଚନା ମିଳିଛି। କିଏ ଏବଂ କାହିଁକି ଏଭଳି ଗୁଳିମାଡ କରିଛି,…
Read More...

ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବଲାଙ୍ଗୀର: ବିଚାରାଧୀନ କଏଦୀଙ୍କ ଅକାଳ ବିୟୋଗ। ବଲାଙ୍ଗୀର ଜେଲରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକ ତୁରକେଲା ଗାଁର ଗୁରୁଦେବ ଦୀପ ବୋଲି ଜଣାପଡିଛି। ସୂଚନା ମୂତାବକ ୨୦୧୭ ମସିହାରେ ଗୁରୁଦେବଙ୍କ ନାଁରେ…
Read More...

ମାଈ ହାତୀର ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

କଳାବାଡିଆ : ମାଈ ହାତୀର ମୃତଦେହ ଠାବ। ମୟୁରଭଞ୍ଜ ଜିଲ୍ଲା  ବାଙ୍ଗିରିପୋଷି ରେଞ୍ଜ ଅଧିନସ୍ଥ ଗୋଲା ମୁଣ୍ଢାକାଟା ନିକଟରେ ଏକ ମାଈ ହାତୀର ମୃତ୍ୟୁଦେହ ଉଦ୍ଧାର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ…
Read More...

ଶ୍ରୀମନ୍ଦିର ଭିତରେ ଗଣ୍ଡଗୋଳ ମାମଲା : ୨ ସେବାୟତଙ୍କୁ ନୋଟିସ୍‌

ପୁରୀ : ଶ୍ରୀମନ୍ଦିରରେ ବିଶୃଙ୍ଖଳା ପାଇଁ ୨ଜଣ ସେବାୟତଙ୍କୁ ଶନିବାର କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସେମାନେ ହେଲେ ମୁଖ ପଖାଳ ସେବକ ମଦନ ମୋହନ ଖୁଣ୍ଟିଆ ଏବଂ ବିଶ୍ବନାଥ ଖୁଣ୍ଟିଆ। ଶ୍ରୀମନ୍ଦିର ଆଇନ ୨୧(କ) ଧାରା…
Read More...

ଆଜି ଶିମିଳିପାଳର ପିଠାବଟା , କାଳିକାପ୍ରସାଦ ଫାଟକ ବନ୍ଦ

ବାରିପଦା : ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ ପାଇଁ ଥିବା କାଳିକାପ୍ରସାଦ ଏବଂ ପିଠାବଟା ଫାଟକ ଆଜି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏ ନେଇ ଶିମିଳିପାଳ ବନ୍ୟପ୍ରାଣୀ ଉତ୍ତର ବନଖଣ୍ଡର ଉପନିର୍ଦେଶକ ସାଇକିରଣ ଡିଏନ୍…
Read More...

ଆଜି ପଥୋତ୍ସବ ସ୍ଥଗିତ

ଭୁବନେଶ୍ଵର: କୋହଲା ପାଗ ଏବଂ ବର୍ଷା କାରଣରୁ ଆଜି ହେବାକୁ ଥିବା ପଥୋତ୍ସବକୁ ସ୍ଥଗିତ ରଖାଯାଇଥିବା  ବିଏମସି ପକ୍ଷରୁ ସୂଚନା ମିଳିଛି। ମାଷ୍ଟର କ୍ୟାଣ୍ଟିନରୁ ରାମ ମନ୍ଦିର ପର୍ଯ୍ୟନ୍ତ ୨୨, ୨୯ ଏବଂ ଜାନୁଆରୀ ୫ ତାରିଖରେ…
Read More...