Browsing Tag

odisha news odia news

ବିଜେପି ସହ ମେଣ୍ଟ ପାଇଁ ଶିବସେନାର ୨ ସର୍ତ୍ତ

ମୁମ୍ବଇ : ସମ୍ପ୍ରତି ୫ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ପରାଭବ ଭୋଗିବା ପରିପ୍ରେକ୍ଷୀରେ ଶିବସେନା ଏହାର ଖେଳ ଆରମ୍ଭ କରିଛି। ବିଜେପି ସହିତ ମେଣ୍ଟ ନେଇ ଲୁଚକାଳି ଖେଳୁଥିବା ଶିବସେନା ଆସନ୍ତା
Read More...

ରାଜସ୍ଥାନରେ ୨ଲକ୍ଷ ପର୍ଯ୍ୟନ୍ତ କୃଷି ଋଣ ଛାଡ଼

ରାଜସ୍ଥାନ : ମଧ୍ୟପ୍ରଦେଶ, ଛତିଶଗଡ ଓ ଆସାମ ପରେ ରାଜସ୍ଥାନ ସରକାର କୃଷକଙ୍କ ଋଣ ଛାଡ ସମ୍ପର୍କରେ ବୁଧବାର ଘୋଷଣା କରିଛନ୍ତି। ଅଶୋକ ଗେହଲଟଙ୍କ ନେତୃତ୍ବ କଂଗ୍ରେସ ସରକାରଙ୍କ ଘୋଷଣା ଅନୁଯାୟୀ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ
Read More...

ହରିୟାଣା ନଗର ନିଗମ ନିର୍ବାଚନରେ ବିଜେପିର କ୍ଲିନ୍‍ ସୁଇପ୍‍

ପାନିପଥ : ହରିୟାଣାର ୫ଟି ନଗର ନିଗମ ଏବଂ ୨ଟି ନଗରପାଳିକା ନିର୍ବାଚନରେ ବିଜେପି ବାଜିମାତ କରିଛି। ବୁଧବାର ପ୍ରକାଶିତ ନିର୍ବାଚନ ଫଳାଫଳ ଅନୁସାରେ ପାନିପଥରୁ ବିଜେପିର ମେୟର ପ୍ରାର୍ଥୀ ଅବନିତ କୌର, ରୋହତକରେ ବିଜେପି
Read More...

‘୯୯% ସାମଗ୍ରୀକୁ ୧୮% ଜିଏସ୍‍ଟି ସ୍ଲାବକୁ ଆଣିବାକୁ ଯୋଜନା ଚାଲିଛି’

ମୁମ୍ବଇ : ଦ୍ରବ୍ୟ ଏବଂ ସେବାକର (ଜିଏସ୍‍ଟି)ର ୧୮% ସ୍ଲାବ୍‍ ମଧ୍ୟକୁ ୯୯% ସାମଗ୍ରୀକୁ ଅଣାଯିବ। କେବଳ ଅଳ୍ପକିଛି ବିଳାସପୂର୍ଣ୍ଣ ସାମଗ୍ରୀକୁ ଜିଏସ୍‍ଟିର ୨୮% ସ୍ଲାବ୍‍ ମଧ୍ୟରେ ରଖାଯିବ। ଏଥିପାଇଁ କେନ୍ଦ୍ର ସରକାର
Read More...

ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପୁରୀ: ସୋମବାର ଅପରାହ୍ନରେ ଜଣେ ଡାକ୍ତରଙ୍କ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ପତ୍ନୀଙ୍କ ମୃତଦେହ ଉଦ୍ଧାର ହୋଇଛି । କେହି ଦୁର୍ବୃତ୍ତ ତାଙ୍କ ଗଳା କାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ମହିଳା ଜଣଙ୍କ…
Read More...

ବେଲଟିକିରି ସେଲଟର ହୋମ୍ ନିର୍ୟାତନା ମାମଲା; ବିଦେଶୀ ପୁଞ୍ଚିକୁ ନେଇ ତଦନ୍ତ କରିବ ଇଡି

ଢେଙ୍କାନାଳ: ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍ ନିର୍ୟାତନା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ତଦନ୍ତ ଆରମ୍ଭ କରିଛି । ବେଆଇନ ଭାବରେ ଚାଲିଥିବା ଗୁଡ଼ ନ୍ୟୁଜ ଇଣ୍ଡିଆ ସେଲଟର ହୋମର ଆର୍ଥିକ କାରବାରକୁ ନେଇ…
Read More...

ଶିକାରୀ ଆକ୍ରମଣରେ ମରିଛି ମହାବୀର; ଏନଟିସିଏ

ଭୁବନେଶ୍ବର: ସାତକୋଶିଆ ଅଭୟାରଣ୍ୟରେ ମହାବଳ ବାଘ ମହାବୀରର ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିଛି । ଶିକାରୀର ଆକ୍ରମଣରେ ମହାବୀରର ମୃତ୍ୟୁ ହୋଇଥିବା ଏନଟିସିଏ ସ୍ପଷ୍ଟ କରିଛି । ଏନେଇ ଏନଟିସିଏ ଶନିବାର ପିସିସିଏଫକୁ ଚିଠି…
Read More...

ରାଫେଲ୍‌  ଯୁଦ୍ଧ ବିମାନ କିଣାରେ ଦୁର୍ନୀତି  ହୋଇ ନାହିଁ  : ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ . – ରାଫେଲ୍‌ ଯୁଦ୍ଧ ବିମାନ କିଣାରେ ଦୁର୍ନୀତି ହୋଇଥିବା ନେଇ ବିରୋଧି କଂଗ୍ରେସ ସହ ଅନେକ ବିରୋଧି ଦଳ ଅଭିଯୋଗ କରିଥିଲେ । ସିବିଆଇ ଦ୍ୱାରା ଏହାର ତଦନ୍ତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।  …
Read More...

ଭିଜିଲାନ୍ସ ଜାଲରେ ସହକାରୀ ଅଡିଟ ଅଫିସର

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ର ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସହକାରୀ ଅଡିଟ ଅଫିସର ଆର୍ତ୍ତବନ୍ଧୁ ରାଉତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଶନିବାର ଅପରାହ୍ନରେ ମାଲକାନଗିରି ରୁ ଫେରୁଥିବା ବାଟରେ ତାଙ୍କୁ…
Read More...

ଝିଙ୍କ ଯୋଗୁଁ ନୁହେଁ, ଜାଲରେ ପଡି ହୋଇଛି ମହାବୀରର ମୃତ୍ୟୁ; କେନ୍ଦ୍ରୀୟ ବିଶେଷଜ୍ଞ ତଦନ୍ତ ରିପୋର୍ଟ

ନୂଆଦିଲ୍ଲୀ: ସାତକୋଶିଆରେ ମହାବଳ ବାଘ ‘ମହାବୀର’ର ମୃତ୍ୟୁର କାରଣ ପୁଣି ନୂଆ ମୋଡ ନେଇଛି । କେନ୍ଦ୍ରୀୟ ବିଶେଷଜ୍ଞ ଦଳଙ୍କ ତଦନ୍ତ ରିପୋର୍ଟ ‘ମହାବୀର’ର ଶବ ବ୍ୟବଚ୍ଛେଦର ରିପୋର୍ଟକୁ ଖଣ୍ଡନ କରିଛି । କେନ୍ଦ୍ରୀୟ…
Read More...