Browsing Tag

odia news

ସବୁ ସ୍ବାଭିମାନୀ ମହିଳା ବିଜେପିକୁ ବାସନ୍ଦ କରିବା ଉଚିତ: ପ୍ରିୟଙ୍କା

ଚଣ୍ଡୀଗଡ଼: ହରିୟାଣାରେ ବିଜେପି କଳେ ବଳେ କୌଶଳେ ସରକାର ଗଢ଼ିବା ପାଇଁ ପ୍ରୟାସ ଚଳାଇଛି। ଦଳକୁ ୮ଜଣ ସ୍ବାଧୀନ ବିଧାୟକ ସମର୍ଥନ ମଧ୍ୟ କରୁଛନ୍ତି। ତେଣୁ ବିଜେପି ରାଜ୍ୟରେ ସରକାର ଗଠନ କରିବ ବୋଲି ଏକ ପ୍ରକାର ଜଣାପଡ଼ିଛି।…
Read More...

ଲଗାଣ ବର୍ଷାରେ କାନ୍ଥ ପଡ଼ି ୧୦ ମାସର ଶିଶୁ ମୃତ

ଗଞ୍ଜାମ: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ବଜ୍ରଗୁମ୍ମା ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଘଟଣ ଘଟିଛି। ଲଗାଣ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଏକ ୧୦ ମାସର ଶିଶୁର ମୃତ୍ୟୁ ଘଟିଛି। କାନ୍ଥ ତଳେ ଚାପି…
Read More...

ତୁମୁଡିବନ୍ଧ ଥାନା ସମ୍ମୁଖରେ ବିପଦ ପୂର୍ଣ୍ଣ ରାସ୍ତା

ତୁମୁଡିବନ୍ଧ: କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ସମ୍ମୁଖରେ ଥିବା ପୋଲ ରାସ୍ତା ଦିନକୁ ଦିନ ବିପଦ ପୂର୍ଣ୍ଣ ହେବାରେ ଲାଗିଛି କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ପୋଲର ଏକ ପାଖରେ ମାଟି…
Read More...

ଓ.ଏସ୍.ଏ.ପି ଷଷ୍ଠ ବାଟାଲିୟନ ୭୬ତମ ରାଜ୍ୟ ପୁଲିସ କବାଡି ଓ ହ୍ୟାଣ୍ଡବଲ ଚାମ୍ପିଆନ

କଟକ: କଟକ ଓ.ଏସ୍.ଏ.ପି ବାଟାଲିୟନ ପରିସରରେ ଚାଲିଥିବା ୭୬ ତମ ରାଜ୍ୟ ପୁଲିସ କବଡି ଓ ଅଷ୍ଟମ ହ୍ୟାଣ୍ଡବଲ ପ୍ରତିଯୋଗିତା-୨୦୧୯ ଶୁକ୍ରବାର ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଛି। ସ୍ବତନ୍ତ୍ର ସଶସ୍ତ୍ର ଆରକ୍ଷୀ ବିଭାଗର…
Read More...

ଦିଲ୍ଲୀରେ ଦୀପାବଳୀ ଦିନ ରାତି ୧୦ଟାରେ ବନ୍ଦ ହେବ ମେଟ୍ରୋ ସେବା

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଦୀପାବଳୀ ଦିନ ମେଟ୍ରୋ ଟ୍ରେନରେ ଯାତ୍ରା କରିବାକୁ ଥିବା ଲୋକଙ୍କ ପାଇଁ ଶୁକ୍ରବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ମେଟ୍ରୋ ନିଗମ ଦିପାବଳୀ ଦିନ ମେଟ୍ରୋ ଟ୍ରେନର ଯାତ୍ରା ସମୟରେ…
Read More...

୬୫ତମ ରାଜ୍ୟସ୍ତରୀୟ ସ୍କୁଲ ସନ୍ତରଣ ପ୍ରତିଯୋଗୀତା

ସମ୍ବଲପୁର: ସମ୍ବଲପୁରର ଡା. ଝସକେତନ ସାହୁ ଜିଲା ସନ୍ତରଣାଗାର ଠାରେ ୬୫ତମ ରାଜ୍ୟସ୍ତରୀୟ ସ୍କୁଲ ସନ୍ତରଣ ପ୍ରତିଯୋଗୀତା ୨୦୧୯ ଆୟୋଜିତ ହୋଇଯାଇଛି। ରାଜ୍ୟ ସ୍କୁଲ କ୍ରିଡା ସଙ୍ଗଠନ ଓ ଜିଲା ଶିକ୍ଷାଧିକାରୀ କାର୍ୟ୍ୟାଳୟ…
Read More...

ନୱାଜ ସରିଫଙ୍କୁ ମିଳିଲା ଜାମିନ

ଇସ୍‌ଲାମାବାଦ : ଚୌଧୁରୀ ଚିନି କାରଖାନା ମାମଲାରେ ଗିରଫ ହୋଇ ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଶୁକ୍ରବାର ଲାହୋର ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସ୍ବାସ୍ଥ୍ୟଗତ କାରଣ ପାଇଁ…
Read More...

ଓଡିଆପୁଅ ଗିରୀଶ ଚନ୍ଦ୍ର ମୁର୍ମୁ ଜାମ୍ମୁ-କାଶ୍ମୀରର ପ୍ରଥମ ଲେଫଟାଣ୍ଟ ଜେନେରାଲ

ବେତନଟୀ: ଭଞ୍ଜମାଟିର ସନ୍ତାନ ମୟୂରଭଞ୍ଜର ଗର୍ବ ଓ ଗୌରବ ବେତନଟୀର ଇନ୍ଦିରାନଗରର ସ୍ୱର୍ଗତଃ ଭାଗବତ ମୁର୍ମୁଙ୍କର ବଡପୁଅ ଗିରୀଶଚନ୍ଦ୍ର ମୁର୍ମୁ ଶୁକ୍ରବାର ଜାମୁ କାଶ୍ମୀରର ଉପ ରାଜ୍ୟପାଳ ହେବାର ସୌଭାଗ୍ୟ ଅର୍ଜନ…
Read More...

ବଢୁଛି ବୁଢାବଳଙ୍ଗ:କୂଳ ଲଘିଂଲା ଗଙ୍ଗାହାର

ବଡ଼ସାହି: ଲଘୁଚାପ ଜନିତ ଭାରି ବର୍ଷା ଫଳରେ ବଡ଼ସାହି ବ୍ଲକରେ ନାହିଁ ନଥିବା ସ୍ଥିତି ଉପୁଜିଛି। ବ୍ଲକ ମଧ୍ୟ ଦେଇ ପ୍ରବାହିତ ଗଙ୍ଗାହାର ନଦୀର ବନ୍ୟାଜଳ କୂଳଲଘଂନ କରିଛି। ନଦୀ ସଂଲଗ୍ନ ଚାଷଜମି ବନ୍ୟାଜଳରେ ବୁଡ଼ି ରହିଥିବା…
Read More...

ଉପନିର୍ବାଚନ : ନଭେମ୍ବର ୨୫ରେ ପଶ୍ଚିମବଙ୍ଗ ଓ ଉତ୍ତରାଖଣ୍ଡରେ ୪ଟି ବିଧାନସଭା ଆସନ ପାଇଁ ହେବ ମତଦାନ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ଓ ଉତ୍ତରାଖଣ୍ଡରେ ଖାଲିଥିବା ଚାରୋଟି ବିଧାନ ସଭା ଆସନରେ ହେବାକୁଥିବା ମତଦାନ ପାଇଁ ଶୁକ୍ରବାର ନିର୍ବାଚନ କମିସନ(ଇଲେକ୍ସନ କମିସନର ଅଫ ଇଣ୍ଡିଆ)ଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି।…
Read More...