Browsing Tag

mohana

ପୋଖରୀରେ ବୁଡି ନାବାଳକ ମୃତ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ ଅଧିନ ବାହାଡାପଦା ଗାଁ ପୋଖରୀରୁ ଜଣେ ନାବାଳକର ମୃତ ଦେହ ଉଦ୍ଧାର କରିଛି ମୋହନା ଅଗ୍ନିଶମ ବାହିନୀ । ମୃତକ ଜଣକ ହେଲେ ସେହି ଗାଁର ୧୨ ବର୍ଷୀୟ ନାବାଳକ…
Read More...

ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନାକା ଗେଟ ଓ କ୍ଵାରେଣ୍ଟାଇନ ଗୃହ ପରିଦର୍ଶନ

ମୋହନା: ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡ଼ି ନିକଟ କମଳାପୁରଠାରେ ରହିଥିବା ନାକା ଗେଟଠାରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର ପହଞ୍ଚି ସେଠାକାର ପରିସ୍ଥିତି, ପ୍ରବାସୀମାନଙ୍କ ପଞ୍ଜିକରଣ, ପାନୀୟ ଜଳର…
Read More...

ମୋହନାରେ ସାମ୍ବାଦିକଙ୍କୁ ଦିଆଗଲା କରୋନା ଟିକା

ମୋହନା: ମୋହନାରେ କାର୍ୟ୍ୟରତ ୨୦ରୁ ଉର୍ଦ୍ଧ୍ଵ ସାମ୍ବାଦିକ ଶୁକ୍ରବାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟିକା ନେଇଛନ୍ତି। ଏନେଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରିଣୀ ଡ. ନମିତା ପଣ୍ଡା…
Read More...

ବିବାହ ଶୋଭାଯାତ୍ରା ବନ୍ଦ କରିବାକୁ ଯାଇଥିବା ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ

ମୋହନା: ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଛେଳିଗଡ ଗ୍ରାମ ଖ୍ରୀଷ୍ଟିଆନ ସାହିରେ ଅଭାବନୀୟ ଘଟଣା । କୋଭିଡ଼ ନିୟମ ଭାଙ୍ଗି ଗାଁରେ ଏକାଧିକ ବିବାହ ଶୋଭାଯାତ୍ରା ଚାଲିଥିବା ବେଳେ ଆସତବାଜି ଫୁଟାଇବା ସହ ଭୋଜିଭାତର ଆସର…
Read More...

ବିଜୁଳି ଆଘାତରେ ଦମ୍ପତି ଗୁରୁତର

ମୋହନା: ଗଜପତି ଜିଲ୍ଲା ଆର.ଉଦୟଗିରି ଅଞ୍ଚଳରେ ଲଗାତାର କିଛିଦିନ ହେଲା ଅପରାହ୍ନ ସମୟରେ ପ୍ରବଳ କୁଆ ପଥର ପଡିବା ସହ ବିଜୁଳି ଘଡଘଡି ହୋଇ ବର୍ଷା ହେଉଛି। ଅନେକଥର ବିଜୁଳି ଘଡ଼ଘଡ଼ି ହୋଇ ପାହାଡ଼ ପର୍ବତରେ ଥିବା ବଡ଼ ବଡ଼…
Read More...

ପଦାରେ ପଡ଼ିଲା ଏମକେସିଜି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ସମ୍ପାଦକଙ୍କ କଳା କାରନାମା

ମୋହନା: ସ୍ଥାନୀୟ ଜନସାଧାରଣଙ୍କ ଉଦ୍ୟମରେ ୧୯୯୩ ମସିହାରେ ମୋହନାଠାରେ ପ୍ରତିଷ୍ଠିତ ହୋଇଥିଲା ଗଜପତି ଜିଲ୍ଲାର ଏକମାତ୍ର ଦିବ୍ୟାଙ୍ଗ ବିଦ୍ୟାଳୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ। ଏଠାରେ…
Read More...

କୋଭିଡ ନିୟମ ଉଲ୍ଲଂଘନ: ରାଜପୁତ ହୋଟେଲ ୨ ଦିନ ପାଇଁ ବନ୍ଦ, ୧୪ ହଜାର ଟଙ୍କା ଜରିମାନା

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଳକରେ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋରସୋରରେ ଉଦ୍ୟମ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ଛକ…
Read More...

କିଲାଦୁଆ ଗ୍ରାମରେ ପାନୀୟ ଜଳର ଉତ୍କଟ ସମସ୍ୟା, ଲୋକେ ପିଉଛନ୍ତି ଦୂଷିତ ଚୁଆଁପାଣି

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ପାଣିଗଣ୍ଡା ପଞ୍ଚାୟତର କିଲାଦୁଆ ଗ୍ରାମ। ଏଠାରେ ୭ଟି ଆଦିବାସୀ ପରିବାରର ପ୍ରାୟ ୩୫ ଜଣ ମହିଳା ଓ ପୁରୁଷ ବାସ କରନ୍ତି। ଏମାନଙ୍କ ପାଇଁ ପାନୀୟ ଜଳ ପାଲଟିଛି ସାତସପନ।…
Read More...

ଏମକେସିଜି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ସମ୍ପାଦକଙ୍କ ଦୁର୍ନୀତି ପ୍ରସଙ୍ଗ; ଜିଲ୍ଲା ଅଧିକାରୀମାନଙ୍କ ତଦନ୍ତ

ମୋହନା : ଗଜପତି ଜିଲ୍ଲା ମୋହନାଠାରେ ରହିଥିବା ଏମକେସିଜି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟର ସମ୍ପାଦକଙ୍କ ବିରୁଦ୍ଧରେ ଅନେକ ସମସ୍ୟା ତଥା ଦୁର୍ନୀତି ନେଇ ଅଭିଯୋଗ ହୋଇଛି। ଯେପରିକି ଦୀର୍ଘ ବର୍ଷଧରି କାର୍ଯ୍ୟରତ ଶିକ୍ଷକ ଓ…
Read More...

ଦାଦାର ଟାଙ୍ଗିଆ ଚୋଟରେ ପୁତୁରା ମୃତ, ଅଭିଯୁକ୍ତ ଗିରଫ

ମୋହନା: ଦାଦାର ଟାଙ୍ଗିଆ ଚୋଟରେ ପୁତୁରାର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବିଶ୍ୱନାଥ ନାୟକ । ପାରିବାରିକ କଳହରୁଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି।। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି…
Read More...