ଅନ୍ତର୍ଜାତୀୟ ବଜାରରେ ଅଧା ଦାମରେ ମିଳୁଛି ଅଶୋଧିତ ତୈଳ, କିନ୍ତୁ ଉପକୃତ ହେଉନାହାଁନ୍ତି ଗ୍ରାହକ
ନୂଆଦିଲ୍ଲୀ : ଜାନୁଆରୀରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ପ୍ରାୟ ୬୪ ଡଲାରରୁ ୩୨ ଡଲାରକୁ ଖସି ଆସିଛି। ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲର ଦର ସ୍ଥିର କରାଯାଉ ଥିବାରୁ ଜାନୁଆରୀ ୧୧ରୁ ମାର୍ଚ୍ଚ ୧୪…
Read More...
Read More...