Browsing Tag

Covid-19

ପ୍ରତିଦିନ କରୋନା ପରୀକ୍ଷା କରାଇବେ ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୈନ୍ୟ ସହଯୋଗୀଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଟ୍ରମ୍ପ ପ୍ରତିଦିନ କୋଭିଡ-୧୯ ପରୀକ୍ଷା କରାଇବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଟ୍ରମ୍ପଙ୍କ…
Read More...

ବଢ଼ି ଚାଲିଛି କରୋନା: ୨୪ ଘଣ୍ଟାରେ ୧୦୩ ମୃତ, ୩୩୯୦ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ କରୋନା ଯୋଗୁ ଦେଶରେ ୧୦୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୩୯୦ ଜଣ ଏହି ମହାମାରୀ ଭୂତାଣୁରେ ଆକ୍ରାନ୍ତ…
Read More...

ଭାରତରେ ୫୦ ହଜାର ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା, ୧୭୮୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଅତିକ୍ରମ କରିଛି। ଗୁରୁବାର ସକାଳ ୮ଟା ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫୨ ହଜାର ୯୫୨ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା…
Read More...

ଭାରତରେ କରୋନା: ୨୪ ଘଣ୍ଟାରେ ୧୨୬ ମୃତ, ୨୯୫୮ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଯୋଗୁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଦେଶରେ ଗତ ୨୪ ଘଣ୍ଟାରେ ୧୨୬ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବାବେଳେ ୨୯୫୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ…
Read More...

ଆଉ ଜଣେ ସୁରତ ଫେରନ୍ତା କରୋନା ପଜିଟିଭ; ଗଞ୍ଜାମରେ ୪ର୍ଥ ଆକ୍ରାନ୍ତ

ଗଞ୍ଜାମ/ଭୁବନେଶ୍ଵର: ଗଞ୍ଜାମ ଜିଲାରେ ୪ର୍ଥ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ସୁରତ ଫେରନ୍ତା ବୋଲି ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ୪ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସମସ୍ତେ ସୁରତ…
Read More...

ରାଜ୍ୟରେ ୨ୟ କରୋନା ମୃତ୍ୟୁ, କିମ୍‌ସରେ ଆଖିବୁଜିଲେ ମଧୁସୂଦନ ନଗର ଅଞ୍ଚଳର ବୃଦ୍ଧ

ଭୁବନେଶ୍ଵର: କରୋନା ଭୂତାଣୁ ରାଜ୍ୟରେ ୨ୟ ମୁଣ୍ଡ ନେଇଛି। ମୃତକ ଜଣକ ହେଉଛନ୍ତି ଜଣେ ବୃଦ୍ଧ ଓ ସେ ଭୁବନେଶ୍ଵରର ମଧୁସୂଦନନଗର ଅଞ୍ଚଳର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୭୭ବର୍ଷୀୟ ଏହି ବୃଦ୍ଧ ଜଣକ…
Read More...

ଗଞ୍ଜାମରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ, ସୁରତରୁ ଫେରିଥିଲେ

ଭୁବନେଶ୍ଵର: ରାଜ୍ୟରେ ମଙ୍ଗଳବାର ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ଗଞ୍ଜାମ ଜିଲାରେ। ସେ ନିକଟରେ ସୁରତରୁ ଫେରିଥିଲେ। ତାଙ୍କ ବୟସ ୧୮ ବର୍ଷ ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ…
Read More...

ଭାରତରେ କାୟା ମେଲାଉଛି କରୋନା: ୨୪ ଘଣ୍ଟାରେ ୧୯୫ ମୃତ ଓ ୩୯୦୦ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ରୂପ ନେବା ଆରମ୍ଭ କରିଛି। ଗତ ୨୪ ଘଣ୍ଟାର ତଥ୍ୟ ଏହା ସୂଚାଉଛି। ଗତ ୨୪ ଘଣ୍ଟାରେ ଦେଶରେ ୧୯୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୯୦୦ ନୂଆ ସଂକ୍ରମିତ ଚିହ୍ନଟ…
Read More...

କୋଭିଡ୍‌-୧୯: ଓଡ଼ିଶାରେ ପଜିଟିଭ୍‌ ୧୬୯, ସୁସ୍ଥ ୬୦

ଭୁବନେଶ୍ବର: ରବିବାର ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୪୧୧୨୮ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୬୯ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୬୦ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇ…
Read More...

କୋଭିଡ୍‌-୧୯ ନିୟମ ଉଲଙ୍ଘନ: ୨୪ ଘଣ୍ଟାରେ ୨୪ ମାମଲା, ୬୬ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲଙ୍ଘନ କରିଥିବା ଅଭିଯୋଗରେ ମଇ ୩ରୁ ମଇ ୪ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୪ଟି ମାମଲା ଦାଏର କରାଯାଇଛି। ସେଥିମଧ୍ୟରୁ ୨୨ଟି ମାମଲା ଲକ୍‌…
Read More...