ଦେଶରେ ୧୮,୮୩୩ ନୂଆ ସଂକ୍ରମିତ ଚିହ୍ନଟ Samaja Digital (JP) Oct 6, 2021 ନୂଆଦିଲ୍ଲୀ: ଦେଶରେ ମଙ୍ଗଳବାର ଦିନକ ମଧ୍ୟରେ ୧୮,୮୩୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୨୪,୭୭୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ପରୀକ୍ଷା କରାଯାଉଥିବା ନମୁନା ମଧ୍ୟରୁ ସଂକ୍ରମଣ ହାର ୦.୭୩%… Read More...