www.samajalive.in
Thursday, December 11, 2025
27.1 C
Bhubaneswar

ଗହମର ଦାନ କରିବା ଦ୍ୱାରା ପ୍ରସନ୍ନ ହୋଇଥାଆନ୍ତି ସୂର୍ଯ୍ୟଦେବ

ସୂର୍ଯ୍ୟଦେବ ସୃଷ୍ଟିରେ ପ୍ରକଟ ହୋଇଥିବା ପ୍ରଥମ ଦେବତା ଅଟନ୍ତି। ତେଣୁ ତାଙ୍କ ନାମ ଆଦିତ୍ୟ। ନବଗ୍ରହଙ୍କ ମଧ୍ୟରେ ସେ ପ୍ରମୁଖ ଦେବତା।
ଗହମର ଦାନ କରିବା ଦ୍ୱାରା ସୂର୍ଯ୍ୟଦେବ ଖୁବ ପ୍ରସନ୍ନ ହୋଇଥାଆନ୍ତି।
ସୂର୍ଯ୍ୟଙ୍କୁ ନିୟମିତ ଅର୍ଘ୍ୟ ଅର୍ପଣ କରନ୍ତୁ। ତମ୍ବାର ପାତ୍ରରେ ନିୟମିତ ଜଳ ଅର୍ପଣ କରନ୍ତୁ। ଜଳ ଅର୍ପଣ କରିବା ସମୟରେ ଲାଲ ଓ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।
ଯେଉଁ ଗୃହରେ ସୂର୍ଯ୍ୟଙ୍କ କିରଣ ସଠିକ ଭାବେ ନ ପଡ଼େ, ସେଠାରେ ସୂର୍ୟ୍ୟଙ୍କ ପ୍ରତିମା ସ୍ଥାପନା କରାଯାଏ।
ପିଲାଙ୍କ କକ୍ଷରେ ସୂର୍ୟ୍ୟଙ୍କ ପ୍ରତିମା ଲଗାଇଲେ ପାଠ ପଢାରେ ଅଧିକ ଧ୍ୟାନ ଆସିଥାଏ।
ଗୃହରେସୂର୍ଯ୍ୟଙ୍କ ପ୍ରତିମା ଲଗାଇଲେ ପରିବାର ସଦସ୍ୟଙ୍କ ସମସ୍ତ ରୋଗ ଦୂର ହୋଇଥାଏ।
ତମ୍ବାରେ ସୂର୍ଯ୍ୟଙ୍କ ନିର୍ମିତ ପ୍ରତିମା ରୋଷେଇ ଘରେ ଲଗାଇବା ଦ୍ୱାରା ଅନ୍ନର ଅଭାବ ହୋଇନଥାଏ।
ତାଙ୍କୁ ଗୁରୁଙ୍କ ଆଖ୍ୟା ଦେଇ ନିୟମିତ ତାଙ୍କ ଆରାଧନା କରିବା ଦ୍ୱାରା ଜୀବନର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ।
ସୂର୍ଯ୍ୟଙ୍କୁ ନିୟମିତ ଅର୍ଘ୍ୟ ଅର୍ପଣ କରନ୍ତୁ। ତମ୍ବାର ପାତ୍ରରେ ନିୟମିତ ଜଳ ଅର୍ପଣ କରନ୍ତୁ। ଜଳ ଅର୍ପଣ କରିବା ସମୟରେ ଲାଲ ଓ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।

Hot this week

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

Related Articles

Popular Categories