www.samajalive.in
Monday, December 8, 2025
20.1 C
Bhubaneswar

ଦେଖନ୍ତୁ ଭିଡିଓ-ଲୁହା ଆଲ୍‌ମାରୀ ଖୋଲିବାରୁ ବାହାରିଲା ଏପରି ଜିନିଷ. ଆପଣଙ୍କ ତାଟକା ହୋଇଯିବେ

ନୂଆଦିଲ୍ଲୀ – ଅଧିକାଂଶ ଲୋକ ନିଜ ଆଲମାରୀରେ ଲୁଗାପଟା ସହ ଦରକାରୀ କାଗଜ ପତ୍ର ରଖି ଥାଆନ୍ତି । କେହି କେହି ନିଜର ମୂଲ୍ୟବାନ ଜିନିଷ ବି ଆଲମାରୀରେ ରଖନ୍ତି । ଏବେ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିଲେ ଏକ ଆଲମାରୀରୁ ଭିନ୍ନ ଜିନିଷ ଦେଖିବା ପାଇଁ ମିଳୁଛି ।

ବିଭିନ୍ନ ସମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଏକ ଲୁହା ଆରମାରୀ ଦେଖିବା ପାଇଁ ମିଳୁଛି । ଏହାକୁ ଦେଖିଲେ ଆପଣ ବି ନିଜ ହସକୁ ଅଟକାଇ ପାରିବେ ନାହିଁ । ଭାବିଥିବେ ଆଲମାରୀରେ କିଛି ଖାସ ଜିନିଷ ଥିବ । ଜଣେ ମହିଳା ଏବଂ ଛୋଟ ପିଲା କଥାବାର୍ତ୍ତା ହୋଇ ଏହି ଆରମାରୀକୁ ଖୋଲୁଛନ୍ତି । ଏହି ଆଲମାରୀରେ ଏକ ଭାରତୀୟ ଶୈଳୀର ପାଇଖାନା ଥିବା ଦେଖିବା ପାଇଁ ମିଳୁଛି । ବେଳେ ବେଳେ କିଛି ଲୋକ ଭିନ୍ନ କରିବା ଉଦ୍ଦେଶ୍ୟରେ ଏପରି କିଛି ଅଜବ କାମ କରି ଥାଆନ୍ତି ।

- Advertisement -

ସାମାଜିକ ଗଣମାଧ୍ୟମ ମାନଙ୍କରେ ଏହି ଭିଡିଓ ବେଶ୍‌ ଭାଇରାଲ୍‌ ହେଉଛି ।

Hot this week

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories