www.samajalive.in
Monday, December 8, 2025
20.1 C
Bhubaneswar

ଚଳନ୍ତା ଟ୍ରକରେ ଓହଳି କରୁଛନ୍ତି ରିଲ୍ସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ରାସ୍ତାରେ ଅନେକ ଷ୍ଟଣ୍ଟର ଭିଡିଓ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳେ। ସାମାନ୍ୟ କିଛି ଲାଇକ୍ ପାଇବା ପାଇଁ କିଛି ଯୁବକ ନିଜ ଜୀବନକୁ ବାଜି ଲଗାଇବାକୁ ପଛାନ୍ତିନାହିଁ । ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ୨ ଯୁବକ ଟ୍ରକ୍ ପଛରେ ଓହଳି ସ୍କେଟିଂ କରୁଛନ୍ତି । ଏହି ବିପଜ୍ଜନକ ଷ୍ଟଣ୍ଟ ଲୋକଙ୍କୁ ଚକିତ କରିବା ସହ ଚିନ୍ତା ବଢାଉଛି ।

- Advertisement -

ଭିଡିଓରେ ନଜର ଆସୁଛି କି ୨ ଜଣ ଯୁବକ ନିଜ ସ୍କେଟ୍ସ ପିନ୍ଧି ଟ୍ରକ୍ ପଛରେ ରାସ୍ତାରେ ସ୍କେଟିଂ କରୁଛନ୍ତି  । ଟ୍ରକର ସ୍ପିଡ ବହୁତ ଅଧକ ଅଛି । ଯଦି କିଛି ବି ଭୁଲ ହୁଏ ତେବେ ବହୁତ ବଡ ଦୁର୍ଘଟଣା ଘଟିପାରେ । ଯୁବକମାନଙ୍କ ଏଭଳି କାର୍ଯ୍ୟ ପାଇଁ ସେମାନେ ନିଜ ଜୀବନକୁ ବିପଦରେ ପକାଇବା ସହ ରାସ୍ତାରେ ଯାତାୟତ କରୁଥିବା ଅନ୍ୟ ଯାତ୍ରୀଙ୍କ ବିପଦ ମଧ୍ୟ ବଢାଉଛନ୍ତି । ଭିଡିଓ ଭାଇରାଲ ପରେ ଲୋକେ ଏଧିରେ ସେମାନଙ୍କୁ ତାଗିଦ କରିଛନ୍ତି । ଏଭଳି ଷ୍ଟଣ୍ଟ ନକରିବା ପାଇଁ ପରାମର୍ଶ ଦେଉଛନ୍ତି ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories