www.samajalive.in
Monday, December 8, 2025
13.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ୍.. ଆଇଆଇଟି ମାଡ୍ରାସ୍ ନଂ୧.. ୨୪ତମ ସ୍ଥାନରେ ଓଡ଼ିଶାର ସୋଆ.. ୨୮ତମ ସ୍ଥାନରେ କିଟ୍..

ମାଲକାନଗିରି ସୀମାନ୍ତ ଛତିଶଗଡର ଦନ୍ତେବାଡା ଜିଲ୍ଲାରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନମୟ.. ଜଣେ ନକ୍ସଲ ମୃତ..

- Advertisement -

୨ ବିଧାୟକଙ୍କୁ ହାଇକୋର୍ଟ ନୋଟିସ୍‌.. ୨ଟି ନର୍ବାଚନୀ ଅନିୟମିତତା ମାମଲାରେ ନୋଟିସ ଜାରି କରିଛନ୍ତି ହାଇକୋର୍ଟ.. ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ନୋଟିସ୍..

ହିଣ୍ଡେନବର୍ଗ ଝଟକା.. ୧୭% ଖସିଲା ଆଦାନୀ ଶେୟାର..

ଶ୍ରାବଣ ମାସର ଚତୁର୍ଥ ସୋମବାର: ଜଳ ଲାଗି ପାଇଁ ରାଜ୍ୟର ବିଭିନ୍ନ ଶିବ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ.. ମନସ୍କାମନା ଆଶାରେ ଲମ୍ବା ଧାଡିରେ ଯାଇ ଦେବ ଦେବ ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡିଆ.. ବୋଲବମ୍ ହରହର ବମ୍ ଧ୍ବନୀରେ ପ୍ରକମ୍ପିକ ଗଗନପବନ..

ଆଜି ଶୁଖିଲା ରହିବ ପାଗ.. ମଙ୍ଗଳବାର ପୁଣି ବଢିବ ବର୍ଷା.. ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ମଙ୍ଗଳବାର ପାଇଁ ରାଜ୍ୟର ୧୮ ଜିଲ୍ଲାକୁ ୟେଲୋ ସତର୍କତା ଜାରି..

ଆଜିଠୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତିନି ଦିନିଆ ଦିଲ୍ଲୀ ଗସ୍ତ.. ଭାରତ ମଣ୍ଡପମ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ.. ଗସ୍ତ ଅବସରରେ ବହୁ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ରୀୟ ନେତୃତ୍ଵଙ୍କୁ ଭେଟିବା କାର୍ଯ୍ୟକ୍ରମ..

ବହୁ ଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ.. ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ.. ପୂର୍ବତନ ଜେଲ୍ ବିଭାଗ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ହେଉଛନ୍ତି ବିତ୍ତିହୋତ୍ର.. ୨୦୦୬ ମସିହାରେ ଜର୍ମାନ୍ ସହପାଠୀ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଆସିଥିଲା ଅଭିଯୋଗ..

ଅଙ୍ଗନବାଡ଼ି ଦିଦିଙ୍କୁ ଖଣ୍ଡାରେ ଆକ୍ରମଣ.. କଳାପଥରସ୍ଥିତ ନୂଆଗାଁ-ଖଜୁରିପଦା ରାସ୍ତା ଚାରି ଛକରେ ସ୍କୁଟିରେ ଯାଉଥିବା ବେଳେ ଖଣ୍ଡାରେ ଆକ୍ରମଣ.. ଅଙ୍ଗନବାଡିକର୍ମୀ ଜଣକ ଅନୁଆରୀ ଗାଁର ଭାରତୀ ଜେନା ବୋଲି ଜଣାପଡ଼ିଛି.. ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି..

ପୂଜା ଖେଡ଼କରଙ୍କୁ ବଡ଼ ଆଶ୍ଵସ୍ତି.. ଅଗଷ୍ଟ ୨୧ ପର୍ଯ୍ୟନ୍ତ ଗିରଫଦାରୀ ଉପରେ ରୋକ୍ ଲଗାଇଲେ ଦିଲ୍ଲୀ ହାଇକୋର୍ଟ..

ପ୍ରଭାବଶୂନ୍ୟ ହେଲା ହିଣ୍ଡେନବର୍ଗ ରିପୋର୍ଟ.. ଷ୍ଟକ ବଜାରରେ ସେନ୍ସେକ୍ସ ଓ ନିଫ୍‌ଟି ଊର୍ଦ୍ଧ୍ବଗାମୀ.. ସୋମବାର ଶେୟାର ବଜାର ଖୋଲିବା ପରେ ବଢ଼ିଲା ଶେୟାର ମୂଲ୍ୟ..

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories