www.samajalive.in
Sunday, December 7, 2025
26.1 C
Bhubaneswar

ଭୁଶୁଡିଲା ରାଜ୍ୟ କୋଷାଗାର କାର୍ଯ୍ୟାଳୟ ପାଚେରୀ

ଭୁବନେଶ୍ୱର: ଭୁଶୁଡିଲା ରାଜ୍ୟ କୋଷାଗାର କାର୍ଯ୍ୟାଳୟ ପାଚେରୀ । ପ୍ରବଳ ବର୍ଷା ଯୋଗୁ ଖାରବେଳନଗର ସ୍ଥିତ ରାଜ୍ୟ କୋଷାଗାରର ୫୦ଫୁଟର ପାଚେରୀ ଭୁଶିଡି ପଡିଛି । ଯାହା ଫଳରେ ୪ଟି ଦାମୀ କାର ତଳେ ଚାପି ହୋଇଯାଇଛି । ଗୁରୁବାର ଦିନ ପ୍ରାୟ ୧୨ଟା ୪୫ମିନିଟରେ ଏହି ଘଟଣା ଘଟିଛି । ଏଥିରେ କେହି ଆହତ ହୋଇନଥିବା ବେଳେ କାର ଗୁଡିକ ପାଚେରୀ ତଳେ ଚାପି ହୋଇ ରହିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଥିବାବେଳେ ଦମକଳ ବାହିନୀ କି କୋଷାଗାର କେହି କର୍ମଚାରୀଙ୍କ ଦେଖା ମିଳିନି । ତେବେ ଭଗ୍ନାବଶେଷ ଗୁଡିକ ହଟାଯିବା ପରେ କାର ଗୁଡିକୁ ବାହାର କରାଯିବ ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories