www.samajalive.in
Monday, December 8, 2025
17.1 C
Bhubaneswar

କୋଟିଏ ଟଙ୍କାର ଧଳାଜହର ଜବତ ; ଜଣେ ଗିରଫ

ସୋର: ପୁଣି ଜବତ ହେଲା ଧଳା ଜହର। ଲକ୍ଷାଧିକ ନୁହେଁ ବରଂ କୋଟିଏ ଟଙ୍କାର ଧଳା ଜହର ଜବତ କରାଯାଇଛି। ଆଜି ବାଲେଶ୍ୱର ଜିଲା ସୋର ୧୬ ନମ୍ବର ଜାତୀୟ ରାଜପଥ ନିକଟରୁ ଏହି ଧଳାଜହର ଜବତ କରାଯାଇଛି। ପ୍ରାୟ ୧କେଜି ୧୦୦ ଗ୍ରାମ ମୂଲ୍ୟର ଧଳା ଜହର ଜବତ ହୋଇଛି। ଏହାର ମୂଲ୍ୟଏକ କୋଟି ୧୯ ଲକ୍ଷ ଟଙ୍କା ହେବବୋଲି ଅନୁମାନ କରାଯାଉଛି । ୧୬ ନମ୍ବର ଜାତୀୟ ରାଜପଥର ଏକ ସ୍ଥାନରୁ ଆଜି କ୍ରାଇମବ୍ରାଞ୍ଚ ଏସଟିଏଫ ଅଧିକାରୀ ମାନେ ଧଳା ଜହର ଜବତ କରିଛନ୍ତି। ଏହି ଘଟଣାରେ ବାବୁ ଓରଫ କଲିମ ନାମକ ବେପାରୀକୁ ଗିରଫ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories