www.samajalive.in
Monday, December 8, 2025
13.1 C
Bhubaneswar

ଶନିଦେବ ମହାପ୍ରଭୁଙ୍କ ବାର୍ଷିକ ପୂଜା ଓ ଶାନ୍ତି ହୋମ

ବୌଦ୍ଧ : ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ବିରାଜିତ ନବଗ୍ରହଙ୍କ ପୀଠରେ ଶ୍ରୀ ଶନିଦେବ ମହାପ୍ରଭୁଙ୍କ ବାର୍ଷିକ ପୂଜା ଓ ଶାନ୍ତି ହୋମ ଅନୁଷ୍ଠିତ ହୋଇଛି । କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବେ ଶ୍ରୀ ଶନିଦେବ ମହାପ୍ରଭୁଙ୍କ ବାର୍ଷିକ ପୂଜା ଓ ଶାନ୍ତି ହୋମ ଅନୁଷ୍ଠିତ ହୋଇଥିଲା । ପରମ୍ପରା ପ୍ରକାରେ ଠାକୁର ମାନଙ୍କୁ ନୂତନ ବସ୍ତ୍ର ସହ ସ୍ୱତନ୍ତ୍ର ବେଶ କରାଯାଇଥିଲା । ପଣ୍ଡିତ ଷଷ୍ଠ ପୁରୋହିତ ସମସ୍ତ ପୂଜା କାର୍ଯ୍ୟ ଓ ହୋମ କରିଥିଲେ। ସଂନ୍ଧ୍ୟାରେ ମେଳା କରାଯିବା ସହିତ ମହା ଆଳତି ହୋଇଥିଲା । ଶେଷରେ ପ୍ରସାଦ ବିତରଣ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମରେ କାହ୍ନୁ ଚରଣ ମିଶ୍ର, ନରେନ୍ଦ୍ର ପ୍ରଧାନ, ସଂଜିବ ମହାପାତ୍ର, ଭୂଜବଳ ଦାସ, ସଂପଦ ଅଗ୍ରୱାଲା ପ୍ରମୁଖ ସହଯୋଗ କରିଥିଲେ ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories