www.samajalive.in
Monday, December 8, 2025
20.1 C
Bhubaneswar

ରାମ ନବମୀ ହିଂସା: ପୁଣି ନାଳନ୍ଦାରେ ଗୋଷ୍ଠୀ ସଂଘର୍ଷ, ବଢ଼ିଲା ସୁରକ୍ଷା କଟକଣା

ଡେସ୍କ: ରାମ ନବମୀ ଦିନ ସଂଗଠିତ ହିଂସାକାଣ୍ଡ ପରେ ବିହାର ନାଳନ୍ଦାରେ ପୁଣି ଗୋଷ୍ଠୀ ସଂଘର୍ଷ ହୋଇଛି। ଗତକାଲି ହିଂସାକାଣ୍ଡ ଘଟଣାରେ ଲିପ୍ତ ପ୍ରାୟ ୫୦ ଜଣାରୁ ଅଧିକ ଲୋକଙ୍କୁ ପୁଲିସ ଗିରଫ କରିଛି। ବିହାର ସରିଫର ପୁଲିସ ଅଧିକ୍ଷକ ଅଶୋକ ମିଶ୍ର କହିଛନ୍ତି, ଏହି ହିଂସାକାଣ୍ଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପାଠଯାଇଛି।

ଏ ପର୍ଯ୍ୟନ୍ତ ଏହି ଘଟଣାରେ ୮ଟି ଏତଲା ଦାୟର ହୋଇଥିବା ସେଠାକାର ପୁଲିସ ଅଧିକ୍ଷକ କହିଛନ୍ତି। ଘଟଣାସ୍ଥଳରେ ବ୍ୟାପକ ସୁରକ୍ଷା କର୍ମୀ ମୁତୟନ କରାଯାଇଛି। ଗତରାତିରେ ବିହାରଶରିଫର ୨/୩ଟି ସ୍ଥାନରେ ସାନି ହିଂସା ସୃଷ୍ଟି ହୋଇଛି। ପରିସ୍ଥିତିକୁ ଆୟତ୍ତ ଲାଗି ଧାରା ୧୪୪ ଜାରି କରାଯାଇଥିବା ଜଣାପଡିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories