www.samajalive.in
Monday, December 8, 2025
27.1 C
Bhubaneswar

ମୋଦୀ ଅପାଠୁଆ, ଅସଭ୍ୟ: ସଞ୍ଜୟ ନିରୁପମ

ମୁମ୍ବଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅତ୍ୟନ୍ତ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ନେତା ସଞ୍ଜୟ ନିରୁପମ। କଂଗ୍ରେସର ମୁମ୍ବଇ ୟୁନିଟ୍ ମୁଖ୍ୟ ଥିବା ସଞ୍ଜୟ ବୁଧବାର ମୋଦୀଙ୍କୁ ଜଣେ ଅପାଠୁଆ ଓ ଅସଭ୍ୟ (ଅନପଢ-ଗୱାର) ବୋଲି କହିଛନ୍ତି। ମୋଦୀଙ୍କ ସ୍କୁଲ ଜୀବନୀ ଉପରେ ପ୍ରସ୍ତୁତ ଏକ ପ୍ରାମାଣିକ ଚଳଚ୍ଚିତ୍ର ମୁମ୍ବଇର ସ୍କୁଲଗୁଡିକରେ ପ୍ରଦର୍ଶନ କରାଯିବାକୁ ସଞ୍ଜୟ ବିରୋଧ କରି ଏପରି କହିଛନ୍ତି। ସେ କହିଛନ୍ତି ଯେ ଅପାଠୁଆ ଓ ଅସଭ୍ୟ ଲୋକଙ୍କ ବାବଦରେ ଜାଣି ପିଲାମାନଙ୍କର କ’ଣ ଲାଭ ହେବ। ମୋଦୀଙ୍କ ଉପରେ ଚଳଚ୍ଚିତ୍ର ପ୍ରସ୍ତୁତ କରି ସ୍କୁଲଗୁଡିକରେ ପ୍ରଦର୍ଶନ କରାଯାଉଛି। ଏହା ସମ୍ପୂର୍ଣ୍ଣ ଭୁଲ। ପିଲାମାନଙ୍କୁ ରାଜନୀତି ଠାରୁ ଦୂରେଇ ରଖାଯିବା ଦରକାର ବୋଲି ସଞ୍ଜୟ କହିଛନ୍ତି।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories