www.samajalive.in
Monday, December 8, 2025
20.1 C
Bhubaneswar

ସିକ୍ରାପାଲିରେ ପ୍ରସିଦ୍ଧ ଗିରି ଗୋବର୍ଦ୍ଧନ ପୂଜା

ସମ୍ବଲପୁର: ସ୍ଥାନୀୟ କୁକୁଡାପାଲି ପଞ୍ଚାୟତ ସିକ୍ରାପାଲି ଠାରେ ଗ୍ରାମର ପ୍ରସିଦ୍ଧ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ଗିରି ଗୋବର୍ଦ୍ଧନ ପୁଜାରେ ସିକ୍ରାପାଲି ଗ୍ରାମର ସତ୍ୟସଚି ପାଢ଼ୀ ଓ ତାଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ପାଢ଼ୀ ପୂଜାରେ କର୍ତ୍ତା ଭାବରେ ଦାୟିତ୍ୱ ସଂପାଦନ କରିଥିଲେ । ପୁଜକ ବିରୁ ପୁରୋହିତ ଓ ତାଙ୍କ ସହଯୋଗୀ ଉପସ୍ଥିତ ରହି ଗିରି ଗୋବର୍ଦ୍ଧନ ପୁଜାରେ ପ୍ରଭୁଙ୍କ ସମସ୍ତ ରିତିନିତି ଅନୁସାରେ ପୁଜାବିଧି ସାମାପିତ କରିଥିଲେ କ୍ଷ ଚଳିତ ବର୍ଷ ସିକ୍ରାପାଲିର ପ୍ରସିଦ୍ଧ ଗିରି ଗୋବର୍ଦ୍ଧନ ପୂଜାରେପଞ୍ଚାୟତି ରାଜ ମନ୍ତ୍ରୀ ରବି ନାଏକ, ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ମହାପାତ୍ର, ପ୍ରମୋଦ ରଥ, ଗୋବିନ୍ଦ ଅଗ୍ରୱାଲ, ସୁସ୍ମିତା ଦେହୁରୀ ପରକ୍ଷୀତ ନାଏକ ପ୍ରମୁଖ ଯୋଗଦେଇ ପ୍ରଭୁ  ପ୍ରସିଦ୍ଧ ଗିରି ଗୋବର୍ଦ୍ଧନଙ୍କ ଆର୍ସିବାଦ ନେଇଥିଲେ।

ସିକ୍ରାପାଲିର ପ୍ରସିଦ୍ଧ ଗିରି ଗୋବର୍ଦ୍ଧନ ପୁଜା ଆୟୋଜନ ରେ ଆୟୋଜନ କମିଟିର ସଭ୍ୟ କପିଲେଶ୍ୱର ମାଝୀ, ଚିନ୍ମୟ ନାୟକ, ଅଜିତ କୁମାର ସାହୁ, ପ୍ରସାନ୍ତ ଦେହୁରୀ, କୁଞ୍ଚ ବିଶ୍ୱାଳ, ସଞ୍ଚିବ ଡନସନା ,ବିରେନ୍ଦ୍ର ମାଝୀ ଙ୍କ ସମେତ ଆଖପାଖ ଅଞ୍ଚଳର ବହୁ ଗ୍ରାମବାସୀ ବୄନ୍ଦ ପୁଜା ଆୟୋଜନରେ ସହଯୋଗ କରିଥିଲେ। ସିକରାପାଲି ଗ୍ରାମର ଅନୁଷ୍ଠିତ ଗିରୀ ଗୋବର୍ଦ୍ଧନ ପୂଜାରେ ଭକ୍ତ ଏବଂ ଗ୍ରାମବାସୀ ମାନଙ୍କ ପାଇଁ ଅନ୍ନକୋଟର ବ୍ୟବସ୍ଥା ରହିଥିବା ବେଳେ ରାତିତମାମ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories