www.samajalive.in
Monday, December 8, 2025
20.1 C
Bhubaneswar

ରୁଦ୍ରାକ୍ଷ ଧାରଣ କରିବାର ସଠିକ୍ ନିୟମ ଓ କାରଣ

ରୁଦ୍ରାକ୍ଷ ଏପରି ଏକ ବସ୍ତୁ ଯାହାକୁ ରୁଦ୍ରଙ୍କ ଅଂଶ ବୋଲି କୁହାଯାଇଥାଏ। ଶାସ୍ତ୍ରରେ ମାନ୍ୟତା ରହିଛି ଯେ, ରୁଦ୍ରାକ୍ଷର ଉତ୍ପତ୍ତି ଭଗବାନ ଶିବଙ୍କ ଅଶ୍ରୁରୁ ହୋଇଥିଲା। ଏହାକୁ ବହୁ ପ୍ରାଚୀନ କାଳରୁ ଆଭୂଷଣ ଭାବେ ବ୍ୟବହାର କରାଯାଉଛି। ମନ୍ତ୍ରର ଜପ ପାଇଁ, ଗ୍ରହର ଶାନ୍ତି ପାଇଁ, ରୁଦ୍ରାକ୍ଷର ଧାରଣ କରିବା ଦ୍ୱାରା ଶନିଙ୍କ ପୀଡ଼ା ଦୂର ହେବା ସହ ଶନିଙ୍କ କୃପା ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ରୁଦ୍ରାକ୍ଷ ଧାରଣ କରିବାର ନିୟମ ….
ରୁଦ୍ରାକ୍ଷ ଧାରଣ କରିବାର ନିୟମ :
ରୁଦ୍ରାକ୍ଷକୁ ବାହୁରେ, କଣ୍ଠରେ, ହୃଦୟ ଉପରେ ଧାରଣ କରିବା ଉଚିତ।
ନାଲି କିମ୍ବା ହଳଦିଆ ସୂତାରେ ଏହାକୁ ଧାରଣ କରିପାରିବେ।
ଶ୍ରାବଣ ମାସର ସୋମବାର କିମ୍ବା ଶିବରାତ୍ରୀରେ ରୁଦ୍ରାକ୍ଷ ଧାରଣ କରିବା ସର୍ବୋତ୍ତମ ହୋଇଥାଏ।
ଅନ୍ୟ ସୋମବାରରେ ମଧ୍ୟ ପଣ୍ଡିତଙ୍କ ପରାମର୍ଶରେ ଏହାକୁ ଧାରଣ କରିପାରିବେ।
ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଏହାକୁ ଶିବଙ୍କ ପାଖରେ ପୂଜାର୍ଚ୍ଚନା କରିବା ଆବଶ୍ୟକ।
ଶନିଙ୍କ ବାଧା ଦୂର କରିବା ପାଇଁ କେଉଁ ପ୍ରକାରର ରୁଦ୍ରାକ୍ଷ ଧାରଣ କରିବା ଆବଶ୍ୟକ ….
ବ୍ୟବସାୟରେ ଉନ୍ନତି ପାଇଁ :
ଏହା ପାଇଁ ଦଶମୁଖୀ ରୁଦ୍ରାକ୍ଷ ଧାରଣ କରିବା ଆବଶ୍ୟକ।
ଶନିବାର ଦିନ ଲାଲ ରଙ୍ଗର ସୂତାରେ ଏହାକୁ ବେକରେ ଧାରଣ କରିବା ଉଚିତ।
ଏକା ସହ ତିନି ଓ ଦଶମୁଖୀ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ବିଶେଷ ଲାଭ ହୋଇଥାଏ।
ଶନିବାର ଦିନ ବେକରେ ଆଠମୁଖୀ ରୁଦ୍ରାକ୍ଷ କରିବା ଦ୍ୱାରା ସ୍ୱାସ୍ଥ୍ୟ କିମ୍ବା ଆୟୁର ସମସ୍ୟା ଦୂର ହୋଇଥାଏ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories